www.samajalive.in
Friday, December 12, 2025
16.1 C
Bhubaneswar

ଋଣ ପାଇଁ ଯୌନ ସମ୍ପର୍କ ସର୍ତ୍ତ: ସଂସ୍ଥା ମୁଖ୍ୟଙ୍କୁ ନିର୍ଧୁମ ଛେଚିଲେ ମହିଳା

ବେଙ୍ଗାଲୁରୁ : ବ୍ୟାଙ୍କ ଋଣ କରାଇଦେବାକୁ ଲୋଭ ଦେଖାଇ ଏକ ଅର୍ଥଲଗାଣକାରୀ ସଂସ୍ଥାର ମୁଖ୍ୟ ଜଣେ ମହିଳାଙ୍କୁ ଯୌନ ଆବେଦନ କରିବା ଅଭିଯୋଗକ୍ରମେ ସମ୍ପୃକ୍ତ ମହିଳା ତାଙ୍କୁ ସର୍ବସାଧାରଣରେ ପ୍ରବଳ ମାଡ଼ ମାରିଥିବାର ଭିଡିଓ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଛାଇଯାଇଛି। ଏହି ଘଟଣା କର୍ଣ୍ଣାଟକର ଦାବନାଗେରେ ଜିଲାରେ ଘଟିଥିବା ଜଣାଯାଇଛି। ଅଭିଯୋଗ ଅନୁଯାୟୀ, ସୋମବାର ସମ୍ପୃକ୍ତ ମହିଳା ୨ଲକ୍ଷ ଟଙ୍କାର ଋଣ ପାଇଁ ଦେୱାନ୍‍ ହାଉସିଂ ଫାଇନାନ୍ସ କାର୍ଯ୍ୟାଳୟକୁ ଯାଇଥିଲେ। ଏହାର ଅଧିକାରୀ ଦେବାୟା ଋଣ କରାଇଦେବାକୁ ପ୍ରତିଶୁତି ଦେଇ ମହିଳାଙ୍କ ସହ ଯୌନ ସମ୍ପର୍କ ସ୍ଥାପନ ପାଇଁ ଉଦ୍ୟମ କରିଥିଲେ। ଏଥିରେ ଉତ୍ୟକ୍ତ ମହିଳା ଦେବାୟାଙ୍କୁ କାର୍ଯ୍ୟାଳୟରୁ ବାହାରକୁ ଭିଡ଼ିନେଇ ରାସ୍ତା ଉପରେ ନିର୍ଘାତ ପିଟିଥିଲେ। କିଛି ଲୋକ ଏହାର ଭିଡିଓ ରେକର୍ଡ କରି ସାମାଜିକ ଗଣମାଧ୍ୟମରେ ପ୍ରସାର କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories