www.samajalive.in
Saturday, December 13, 2025
27.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ଆଜିଠୁ ରାଜ୍ୟରେ ବଢିବ ବର୍ଷା… ଆଗାମୀ ୨୪ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା… ୪ରୁ ୫ଦିନ ଯାଏଁ କିଛି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷିବ…. ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

(୨) ଗଙ୍ଗାନଦୀରେ ବଡ଼ ଧରଣର ଅଘଟଣ… ଡଙ୍ଗା ବୁଡ଼ି ୧୦ଜଣ ନିଖୋଜ… ଶାହାପୁର ଥାନା ଦାନପୁର ନିକଟରେ ବୁଡ଼ିଲା ଡଙ୍ଗା… ନିଖୋଜ ଯାତ୍ରୀଙ୍କୁ ଖୋଜାଖୋଜି ଜାରି… ଡଙ୍ଗାରେ ଥିଲେ ୫୦ରୁ ୫୫ଜଣ ଯାତ୍ରୀ…

- Advertisement -

(୩) ଚିଲିକା ଡଙ୍ଗାବୁଡ଼ି ଘଟଣା…. ଉଦ୍ଧାର ହେଲା ୨ଜଣଙ୍କ ମୃତଦେହ… କାଳିଜାଇ କୁଦ ନିକଟ ମଝି ଚିଲିକାରେ ବୁଡ଼ିଯାଇଥିଲା ଡଙ୍ଗା… ଭୋଜି କରିବାକୁ ଯିବା ବେଳେ ଘଟିଥିଲା ଅଘଟଣ… ଡଙ୍ଗାରେ ଥିଲେ ୧୩ ଜଣ ଯାତ୍ରୀ…

(୪)  ୨୦୨୪ ନିର୍ବାଚନ ପାଇଁ ସଜବାଜ ହେଉଛି ବିଜେପି… ଆଜିଠୁ ରାଜ୍ୟ ବିଜେପିର ୨ ଦିନିଆ ପ୍ରଶିକ୍ଷଣ ଶିବିର… ଯୋଗଦେବେ ନୂଆ ପ୍ରଭାରୀ ସୁନିଲ ବଂଶଲ ଓ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ  ବି.ଏଲ ସନ୍ତୋଷ… ପ୍ରଶିକ୍ଷଣ ଶିବିର ପାଇଁ ଉତ୍ସବମୁଖର ରହିଛି ରାଜ୍ୟ ବିଜେପି କାର୍ଯ୍ୟାଳୟ…

(୫)  ଆଜି ସୋରେନ ସରକାରଙ୍କ ଅଗ୍ନିପରୀକ୍ଷା… ଝାଡ଼ଖଣ୍ଡ ବିଧାନସଭାରେ ପଡ଼ିବ ଆସ୍ଥା ଭୋଟ୍…  ଡକାଯାଇଛି ସ୍ୱତନ୍ତ୍ର ଅଧିବେଶନ… ରାୟପୁରରୁ ରାଞ୍ଚିରେ ପହଞ୍ଚି ସାରିଛନ୍ତି ୟୁପିଏର ସମସ୍ତ ବିଧାୟକ…. ଝାଡ଼ଖଣ୍ଡ ରାଜନୀତି ଉପରେ ରହିଛି ସାରା ଦେଶର ନଜର…

(୬) କିଏ ପିନ୍ଧିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ମୁକୁଟ… ଆଜି ଅପରାହ୍ଣରେ ଆସିବ ଫଳାଫଳ… ଦୁଇ ପ୍ରତିଦ୍ୱନ୍ଦୀ ରିଶି ସୁନକ ଓ ଲିଜ୍‌ ଟ୍ରୁସଙ୍କ ମଧ୍ୟରେ ହୋଇଛି କଡ଼ା ଟକ୍କର….  ସର୍ଭେରେ ରିଶିଙ୍କ ଠାରୁ ଆଗରେ ଅଛନ୍ତି ଲିଜ୍‌ ଟ୍ରୁସ…

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories