www.samajalive.in
Sunday, December 14, 2025
26.1 C
Bhubaneswar

ଫୁଟବଲ ଖେଳୁଛି ଗାଈ; ଦେଖନ୍ତୁ ଏହି ମଜାଦାର ଭିଡିଓ

ସୋସିଆଲ ମିଡିଆରେ ଏମିତି ଅନେକ କିଛି ଭିଡିଓ ଭାଇରାଲ ହୋଇଥାଏ । ଦେଖନ୍ତୁ ଏହି ଭିଡିଓକୁ । ଗାଈଟିର ହରକତକୁ । କିପରି ଯୁବକ ମାନଙ୍କ ସହ ଫୁଟବଲ ଖେଳିବାରେ ମାତି ଯାଇଛି ଗାଈଟି । ବଲଟିକୁ ନିଜର ଗୋଡ଼ରେ ଆସ୍ତେ ଆସ୍ତେ ଗଡେଇବାରେ ଲାଗିଛି । ପିଲାମାନଙ୍କୁ ଖେଳିବାକୁ ବଲ୍ ଦେଉନାହିଁ । କିଛି ପିଲା ଗାଈଟି ନିକଟରୁ ବଲ୍ ଆଣିବାକୁ ଚେଷ୍ଟା କରିବାରୁ ଗାଈଟି ସେମାନଙ୍କ ନିକଟକୁ ଗୋଡେଇ ଆସୁଛି ।

ବାସ୍ କିଛି ସମୟ ପରେ ପିଲାମାନେ ଗାଈଟି ନିକଟରୁ କୌଶଳ କ୍ରମେ ବଲଟିକୁ ନେଇ ଚାଲି ଆସୁଛନ୍ତି । ଆଉ ବଲରେ ଖେଳୁଛନ୍ତି । ତାପରେ ଗାଈଟି ବଲଟିକୁ ସେମାନଙ୍କ ନିକଟରୁ ନେବାକୁ ଦୌଡ଼ିବାକୁ ଲାଗୁଛି । ଯେମିତି ଠିକ୍ ଗୋଟେ ଫୁଟବଲ ଖେଳାଳି ପରି । ପରେ ପରେ ବଲଟିକୁ ଗୋଲ ପୋଷ୍ଟ ଆଡ଼କୁ ଗାଈଟି ନେଇଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଅନେକ ଲୋକ ଏହାକୁ ବେଶ ପସନ୍ଦ କରୁଛନ୍ତି ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories