www.samajalive.in
Friday, December 12, 2025
26.1 C
Bhubaneswar

ଇମ୍ରାନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୁଅନ୍ତୁ ସିଧୁ: ବିଜେପି

ନୂଆଦିଲ୍ଲୀ : ପଞ୍ଜାବ ପର୍ଯ୍ୟଟନ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ନବଜୋତ୍‍ ସିଂହ ସିଧୁ ପାକିସ୍ତାନକୁ ଖୁବ୍‍ ଭଲ ପାଉଛନ୍ତି। ସବୁବେଳେ ସେ ପାକିସ୍ତାନର ପ୍ରଶଂସା କରୁଛନ୍ତି। ପାକିସ୍ତାନ ପ୍ରତି ସିଧୁଙ୍କର ଏତେ ଭଲପାଇବା ଥିବାରୁ ସେ ଇମ୍ରାନ ଖାଁଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଯାଆନ୍ତୁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର। କସୌଲି ସାହିତ୍ୟ ଉତ୍ସବରେ ଶନିବାର ସିଧୁ ଦେଇଥିବା ମନ୍ତବ୍ୟ ‘ଭାଷାଗତ ସମସ୍ୟା ଦୃଷ୍ଟିରୁ ଦକ୍ଷିଣ ଭାରତ ଯିବା ଅପେକ୍ଷା ପାକିସ୍ତାନ ଯିବା ଭଲ’ର ଜବାବରେ ପାତ୍ର ଏହା କହିଛନ୍ତି। କଂଗ୍ରେସ ଭାରତକୁ ଦକ୍ଷିଣ-ଉତ୍ତର ଆଧାରରେ ବିଭାଜନ କରିବାକୁ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories