www.samajalive.in
Sunday, December 14, 2025
26.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ଉଦଳା ନିକଟସ୍ଥ ରାଇଡିହି ଗାଁରେ ଅଘଟଣ… ବର୍ଷା ଯୋଗୁ କଚ୍ଚାଘର କାନ୍ଥ ଭୁଶୁଡ଼ି ଭାଇଭଉଣୀଙ୍କ ମୃତ୍ୟୁ… ଉଭୟ ମୃତ ଭାଇଭଉଣୀ ନାବାଳକ… ଭାଇର ବୟସ ୬ ଓ ଭଉଣୀର ବୟସ ୧୦ ବର୍ଷ… ରାତିରେ ମା’ ପାଖରେ ଶୋଇଥିବା ବେଳେ ଘଟିଲା ଦୁର୍ଘଟଣା…

(୨)  ଭୁବନେଶ୍ୱରରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ପରେ ପ୍ରଭାବିତ ହେଲା ରେଳସେବା… ଆଜି ପାଇଁ ୬ଟି ଟ୍ରେନକୁ ବାତିଲ କଲା ପୂର୍ବତଟ ରେଳ ବିଭାଗ… ଉଭୟ ପଟୁ ଟ୍ରେନ୍‌ ହେଲା ବାତିଲ୍‌… ଭୁବନେଶ୍ୱର-ହାଓ୍ୱଡା, ଭୁବନେଶ୍ୱର-ବଲାଙ୍ଗୀର, ଭୁବନେଶ୍ୱର-ପାରାଦୀପ ସମତେ ଗଡ଼ିବନି ୬ ଟ୍ରେନ୍‌…

- Advertisement -

(୩) ସଫ୍ଟୱେର ଇଞ୍ଜିନିୟର ଶ୍ବେତାଙ୍କ ଆତ୍ମହତ୍ୟା ମାମଲା… କାହାଣୀ ନେଇଛି ଭିନ୍ନ ମୋଡ଼… ପୁରୁଷବନ୍ଧୁଙ୍କ ପାଇଁ ଶ୍ବେତା ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ… ଚନ୍ଦ୍ରଶେଖରପୁର ଥାନାରେ ଏତଲା… ପୁଲିସ ହାତରେ ଲାଗିଲା ସୌମ୍ୟଜିତ ଓ ଶ୍ବେତାଙ୍କ ଅଡିଓ….

(୪) ଆଜି ବି ଭିଜିବ ଓଡ଼ିଶା… ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା… ୨୦ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷିବା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି… ଉତ୍ତର ଉପକୂଳର ଗୋଟିଏ ଦୁଇଟି ସ୍ଥାନରେ କାଚିବ… ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…

(୫) ସୁବର୍ଣ୍ଣରେଖାରେ ଖସୁଛି ଜଳସ୍ତର… ହେଲେ ଟଳିନି ବିପଦ.. ପାଣିରେ ବୁଡ଼ି ରହିଛି ବାଲେଶ୍ୱରର ୧୫୧ ଗାଁ…. ୪ଟି ବ୍ଲକରେ ହୋଇଛି ବ୍ୟାପକ କ୍ଷୟକ୍ଷତି… ପ୍ରଭାବିତ ହୋଇଛନ୍ତି ହଜାର ହଜାର ଲୋକ… ଖାଦ୍ୟ ଓ ପାଣି ପାଇଁ ଏବି ବି ହେଉଛନ୍ତି ଡହଳବିକଳ…

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories