www.samajalive.in
Sunday, December 14, 2025
26.1 C
Bhubaneswar

ବୋଲେରୋ ଦୁର୍ଘଟଣାରେ ଜଣେ ଆହତ

ଫୁଲବାଣୀ: ଖଜୁରୀପଡା ଥାନା ଅନ୍ତର୍ଗତ ପିରିକୁଡି ଗ୍ରାମପଞ୍ଚାୟତ ବିଲାବାଡି ଘାଟି ବୁଲାଣି ଠାରେ ଭୂବନେଶ୍ୱରରୁ ଫୁଲବାଣୀ ଫେରୁଥିବା ଏକ ବୋଲେରୋ ଦୁର୍ଘଟଣା ଘଟି ରାଜା ପୂଜା ଟେଣ୍ଟହାଉସ ମାଲିକ ଫୁଲବାଣୀର ପ୍ରଦୀପ ପଣ୍ଡା ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ଫୁଲବାଣୀ ପଠାଯାଇଛି। ତାଙ୍କର ମେରୁଦଣ୍ଡରେ ଆଘାତ ଲାଗିଥିବା ଆହତ ଜଣକ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ଗାଡି ଓଲଟି ପଡି ଏକ ନିମ୍ବ ଗଛକୁ ଧକ୍କା ଦେଇଥିବା ବେଳେ ଚାଳକ ଜଣକ ସୁରକ୍ଷିତ ଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତଦନ୍ତ ପରେ ଦୁର୍ଘଟଣାର କାରଣ ଜଣାପଡିବା ସହ ମାମଲା ରୁଜୁ ହେବ ବୋଲି ପୁଲିସ କହିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories