www.samajalive.in
Sunday, December 14, 2025
23.1 C
Bhubaneswar

ସୁରକ୍ଷାକର୍ମୀଙ୍କୁ ଦୁର୍ବ୍ୟବହାର କରି ମହିଳା ଗିରଫ

ଡେସ୍କ: ସୁରକ୍ଷାକର୍ମୀଙ୍କ ସହ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଥିବା ନୋଏଡାର ଜଣେ ମହିଳାଙ୍କୁ ରବିବାର ଦିନ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଭବ୍ୟା ରାୟ ନାମକ ସେହି ମହିଳାଙ୍କୁ ନୋଏଡା ସେକ୍ଟର ୧୨୮ର ଜୟପି ୱିସ୍ ଟାଉନରେ ସୁରକ୍ଷାକର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗିରଫ କରାଯାଇଥିଲା। ଘଟଣାର କିଛି ସମୟ ପରେ ସୁରକ୍ଷାକର୍ମୀଙ୍କ ଅଭିଯୋଗ ପରେ ଏକ ମାମଲା ରୁଜୁ ହୋଇଥିଲା।

ତାଙ୍କୁ ଆଇପିସିର ବିଭିନ୍ନ ଧାରା ଅଧୀନରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ସୂଚନା ଅନୁଯାୟୀ, ଭବ୍ୟା ରାୟ ନାମକ ଜଣେ ମହିଳାଙ୍କୁ ସୁରକ୍ଷାକର୍ମୀଙ୍କ ସହ ଅସଦାଚରଣ ଅଭିଯୋଗରେ ଗିରଫ କରାଯାଇଥିଲା। ସମ୍ପୃକ୍ତ ମହିଳା ଜଣକ ତାଙ୍କ କାରକୁ ପାର୍କିଂରୁ ବାହାରକୁ ଆଣିବା ବେଳେ ଗେଟ୍ ଖୋଲିବାରେ ସୁରକ୍ଷାକର୍ମୀ ଟିକେ ବିଳମ୍ବ କରିଥିଲେ। ସେ ଏହି ଘଟଣା ନେଇ ଦୁର୍ବ୍ୟବହାର କରିଥିଲେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories