ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୮୨ ନୂଆ କରୋନା ସଂକ୍ରମିତ
ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୪୮୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୦୮,ସଙ୍ଗରୋଧରୁ ୨୮୩ ଓ ସ୍ଥାନୀୟ ୧୯୯।
Covid-19 Report For 17th August
New Positive Cases: 482
Of which 0-18 years: 108
In quarantine: 283
Local contacts: 199(Details of local contacts will be shared by concerned District)
1. Angul: 1
2. Balasore: 9
3. Bargarh: 9
4. Bhadrak: 2
5. Balangir: 24
6. Boudh: 37— I & PR Department, Odisha (@IPR_Odisha) August 18, 2022
23. Puri: 5
24. Rayagada: 5
25. Sambalpur: 26
26. Sonepur: 7
27. Sundargarh: 107
28. State Pool: 17New recoveries: 553
Cumulative tested: 32969404
Positive: 1324069
Recovered: 1311947
Active cases: 2909— I & PR Department, Odisha (@IPR_Odisha) August 18, 2022
୨୭ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧, ବାଲେଶ୍ୱର ୯, ବରଗଡ ୯, ଭଦ୍ରକ ୨, ବଲାଙ୍ଗୀର ୨୪, ବୌଦ୍ଧ ୩୭, କଟକ ୧୬, ଦେଓଗଡ ୪, ଗଜପତି ୬, ଜଗତସିଂହପୁର ୨, ଯାଜପୁର ୧୦, ଝାରସୁଗୁଡା ୮, କଳାହାଣ୍ଡି ୧୬, କନ୍ଧମାଳ ୭, କେନ୍ଦ୍ରାପଡା ୬, କେନ୍ଦୁଝର ୧୦, ଖୋର୍ଦ୍ଧା ୭୧, କୋରାପୁଟ ୫, ମୟୁରଭଞ୍ଜ ୧୭, ନବରଙ୍ଗପୁର ୨୭, ନୟାଗଡ ୧୧, ନୂଆପଡା ୧୭,ପୁରୀ ୫, ରାୟଗଡା ୫, ସମ୍ବଲପୁର ୨୬, ସୋନପୁର ୭, ସୁନ୍ଦରଗଡ ୧୦୭,ଷ୍ଟେଟ ପୁଲରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୪,୦୬୯କୁ ବୃଦ୍ଧି ପାଇଛି। ୧୩,୧୧,୯୪୭ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨ ହଜାର ୯୦୯ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Comments are closed.