www.samajalive.in
Sunday, December 14, 2025
14.1 C
Bhubaneswar

କ୍ୟାନସର ପିଡିତାଙ୍କୁ ସିଦ୍ଧୁ ସାହାଙ୍କ ଆର୍ଥିକ ସହାୟତା

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ୱାର୍ଡ ସଂଖ୍ୟା ୧୦ ଅର୍ନ୍ତଗତ ହୀରାକୁଦର ତାରାସିଂ ପଡ଼ା ନିବାସୀ କିନାରୀ କୁମ୍ଭାର ଦୁରାରୋଗ୍ୟ କ୍ୟାନସରରେ ପିଡିତ ଅଛନ୍ତି। ଅତ୍ୟନ୍ତ ଗରିବ ପରିବାରରୁ ଆସୁଥିବା କିନାରୀ କୁମ୍ଭାର ଆର୍ଥିକ ଦୁରାବସ୍ଥା ପାଇଁ ଚିକିତ୍ସା କରାଇ ପାରୁ ନାହାନ୍ତି। ଏ ସର୍ମ୍ପକରେ ସମାଜସେବୀ ସିଦ୍ଧାର୍ଥ ସାହା ଜାଣିବା ପରେ ତାଙ୍କୁ ଆର୍ଥିକ ସହାୟତା ଦେବା ସହିତ ଯଥା ସମ୍ଭବ ସହାୟତା ଯୋଗାଇବା ଦେବା ନିର୍ଭର ପ୍ରତିଶୃତି ଦେଇଛନ୍ତି। ସ୍ଥାନୀୟ ନୟାପଡ଼ା ସ୍ଥିତ କାର୍ଯ୍ୟାଳୟ ଠାରେ ପିଡିତାଙ୍କର ସ୍ୱାସ୍ଥ୍ୟାବସ୍ଥା ସର୍ମ୍ପକରେ ବୁଝିବା ପରେ ତାଙ୍କୁ ୧୦ ହଜାର ଟଙ୍କା ସହାୟତା କରିଛନ୍ତି। ଏଥି ସହ ଜିଲାପାଳ ଅନନ୍ୟା ଦାସ ଙ୍କ ସହିତ ଏହି ବିଷୟରେ ଆଲୋଚନା କରି ସରକାରୀ ସହାୟତା ଯୋଗାଇ ଦେବାର ନିର୍ଭର ପ୍ରତିଶୃତି ସିଦ୍ଧୁ ସାହା ପିଡିତ ପରିବାରଙ୍କୁ ପ୍ରଦାନ କରିଛନ୍ତି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories