www.samajalive.in
Sunday, December 14, 2025
15.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ରାଜ୍ୟରେ ସମ୍ଭାବ୍ୟ ବନ୍ୟାକୁ ନେଇ ପ୍ରତିକ୍ରିୟା ରଖିଲେ ସର୍ବୋଚ୍ଚ ଯନ୍ତ୍ରୀ .. ଆଗାମୀ କିଛି  ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ କହିଲେ ଇଆଇସି..

ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..  ଭିଡିଓ କନଫରେନସିଂ ଜରିଆରେ ଚାଲିଛି ଆଲୋଚନା .. ବୈଠକରେ ମୁଖ୍ୟ ଶାସନ ସଚିବ, ଏସଆରସି ଓ ବରିଷ୍ଠ ଅଧିକାରୀ ଉପସ୍ଥିତ

- Advertisement -

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳବିହାରୀ ବାଜପେୟୀଙ୍କ ପୂଣ୍ୟତିଥି .. ବାଜପେୟୀଙ୍କ ଚତୁର୍ଥ ପୂଣ୍ୟତିଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି .. ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁ, ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ତାଙ୍କୁ  ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି..

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨୫୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ;ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪୩,ସଙ୍ଗରୋଧରୁ ୧୪୯ ଓ ସ୍ଥାନୀୟ ଆକ୍ରାନ୍ତ ୧୦୬

ଚାଲିଛି ବିହାର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ..  ରାଜଭବନରେ ଶପଥ ନେଉଛନ୍ତି ନୀତୀଶଙ୍କ ନୂଆମନ୍ତ୍ରୀ ..  ଏକା ସାଥିରେ ଶପଥ ନେଲେ ୫ ଜଣ ମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ ହ୍ରାସ ଦୈନିକ ସଂକ୍ରମଣ ; ଚିହ୍ନଟ ହେଲେ ଆଉ ୮ ହଜାର ୮୧୩ ସଂକ୍ରମିତ ; ୨୯ ମୃତ, ୧,୧୧,୨୫୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ଡରାଉଛି ମହାନଦୀ… ଆସିପାରେ ବଡ଼ ବନ୍ୟା…ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ପାଣି ଘେରରେ ତଳିଆ ଅଞ୍ଚଳ… ବାଙ୍କୀ, ବଡ଼ମ୍ବା, ସମେତ କଟକର କିଛି ତଳିଆ ଅଞ୍ଚଳ ଜଳମଗ୍ନ… ହଜାର ହଜାର ଏକର ଚାଷ ଜମିରେ ଲହଡ଼ି ଭାଙ୍ଗୁଛି ବନ୍ୟାପାଣି…

ପୁରୀ ଜିଲ୍ଳାରେ ଆସିପାରେ ବନ୍ୟା… ଉଛୁଳୁଛି ଭର୍ଗବୀ ଓ କୁଶଭଦ୍ରା ନଦୀ… ଆତଙ୍କରେ ରହିଛନ୍ତି ନଦୀକୂଳିଆ… ରାତି ସୁଦ୍ଧା ସ୍ଥିତି ହୋଇପାରେ ଜଟିଳ… ନିମାପଡ଼ା ଓ ଗୋପ ବ୍ଲକରେ ପଶିପାରେ ବନ୍ୟାପାଣି… ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପାରେ ୧୦ ପଞ୍ଚାୟତ…

ଫୁଲୁଛି ନଦୀ ବଢ଼ୁଛି ବିପଦ… ହୀରାକୁଦର ୨୬ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ… ଜଗତସିଂହପୁର ଜିଲ୍ଳାରେ ବି ସ୍ଥିତି ବେହାଲ… ତଳିଆ ଅଞ୍ଚଳର ୫ଶହରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ.. ସେପଟେ ଯାଜପୁରର କାଣି ନଦୀରେ ୬୦ ଫୁଟର ଘାଇ…

୨ ଦିନର ବିରତି ପରେ ପୁଣି ଭିଜିବ ଓଡ଼ିଶା… ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣି ବଳୟ.. ୧୯ ତାରିଖ ବେଳକୁ ହୋଇପାରେ ଆଉ ଏକ ଲଘୁଚାପ… ଆସନ୍ତା ୧୮ ତାରିଖ ବେଳକୁ ପୁଣି ରାଜ୍ୟରେ ବର୍ଷା ସମ୍ଭାବନା…

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories