www.samajalive.in
Sunday, December 14, 2025
19.1 C
Bhubaneswar

ଦୁର୍ଘଟଣା : ଜଣେ ମୃତ ଜଣେ ଗୁରୁତର

ଟିକାବାଲି : ପଦାସାହି ନିକଟ ଭଞ୍ଜପଦର ଠାରେ ଏକ  ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ପ୍ରଧାନ ଶିକ୍ଷକ  ଗୁରୁତର ଭାବେ ଆହତ ଜଣଙ୍କ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ପ୍ରଧାନ ଶିକ୍ଷକ ନାରାୟଣ ସାହୁ(୫୦) ଓ ଶିକ୍ଷକ ଶାନ୍ତନୁ ଆଚାର୍ଯ୍ୟ(୫୦) ନୋବଦୟ ବିଦ୍ୟାଳୟକୁ ଯାଇ ଝିଅକୁ ଦେଖି ଫେରୁଥିବାବେଳେ ପଦାସାହି ନିକଟ ଭଞ୍ଜପଦର ଠାରେ ଏକ ଆମ୍ବ ଗଛରେ ପିଟି ହୋଇଯିବା ଫଳରେ ଆହତ ହୋଇଥିଲେ। ଉଭୟଙ୍କୁ ଗୁରୁତର ଭାବେ ୧୦୮ଆମ୍ବୁଲାନ୍ସ ଯୋଗେ ଟିକାବାଲି ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତି କରିଥିଲେ ସଙ୍ଗେ ସଙ୍ଗେ ଟିମ୍ ହୁମନିଟ ସଦସ୍ୟ ପହଞ୍ଚି ତୁରନ୍ତ ସେବା ଆରମ୍ଭ କରିଥିଲେ ମଧ୍ୟ ସେଠାରେ ଡାକ୍ତର ନାରାୟଣ ସାହୁ ଙ୍କର ମୁର୍ତ୍ୟ ହୋଇଥିବାକହିଥିବାବେଳେ ବେଳେ ଶିକ୍ଷକ ଶାନ୍ତନୁ ଆଚାର୍ଯ୍ୟ ଙ୍କୁ ଗୁରୁତର ଭାବେ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ଟିକାବାଲି ପୋଲିସ ଏ ନେଇ ମାମଲା ରୁଜୁ କରି ତଦନ୍ତ ଜାରି ରଖି ଥିବା ଜଣାପଡିଛି l

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories