www.samajalive.in
Sunday, December 14, 2025
26.1 C
Bhubaneswar

ଭୀମକୁଣ୍ଡରେ ମଣ୍ଡଳ ବିଜେପିର ପ୍ରସ୍ତୁତି ବୈଠକ

ପାଟଣା:  ପାଟଣା ମଣ୍ଡଳ ବିଜେପି ତରଫରୁ ଏକ ପ୍ରସ୍ତୁତି ବୈଠକ ଭୀମକୁଣ୍ଡ ଠାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୋଦୀଜିଙ୍କ ମନ କୀ ବାତ୍ କାର୍ଯ୍ୟକ୍ରମ, ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ, ଘର ଘର ତ୍ରିରଙ୍ଗା, କୃଷି ସମସ୍ୟା ଓ ଚାଷୀ ଅଧିକାର, ଆଜାଦି କି ଅମୃତ ମହୋତ୍ସବ ପ୍ରସ୍ତୁତି ଆଦି ସମ୍ପର୍କରେ ବୈଠକ ମଣ୍ଡଳ ସଭାପତି ଅଭୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ରାଧାକାନ୍ତ ମହାନ୍ତ , ପୂର୍ବତନ ଜିଲ୍ଲା କୋଷାଧ୍ୟକ୍ଷ କମଳାକାନ୍ତ ଦାଶ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରହଲ୍ଲାଦ କୁମାର ପଲେଇ, ପୂର୍ବତନ ବ୍ଲକ ସାହାରପଡ଼ା ବ୍ଲକ ଅଧ୍ୟକ୍ଷ ଗୌତମ ନାଏକ, ମଣ୍ଡଳ ସମ୍ପାଦକ ଲଳିତ ମୋହନ ଗିରି, ଡମ୍ବରୁଧର ମହାନ୍ତ, କେଶବ ବାରିକ, ହରିଶ୍ ମହାନ୍ତ, ଲକ୍ଷ୍ମଣ ମହାନ୍ତ, ତ୍ରିନାଥ ମହାନ୍ତ, ଶ୍ରୀକାନ୍ତ ପାତ୍ର, ଦୁର୍ଗାଚରଣ ମହାନ୍ତ, ଘନଶ୍ୟାମ ମୋଦି, କୃଷ୍ଣ ମହାନ୍ତ ଓ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଏହି ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories