www.samajalive.in
Saturday, December 13, 2025
26.1 C
Bhubaneswar

ପାକିସ୍ତାନରେ ଗଣତନ୍ତ୍ର ପ୍ରତି ବିପଦ ଘନେଇଲା; ସିଭିଲ ସର୍ଭିସରେ ନିଯୁକ୍ତି କ୍ଷମତା ଆଇଏସ୍‍ଆଇ ହାତରେ

ଇସଲାମାବାଦ : ପାକିସ୍ତାନରେ ରାଜନେତାମାନେ ଦେଶର ସାମରିକ ଶକ୍ତି ସମର୍ଥନରେ କ୍ଷମତାକୁ ଆସୁଥିବା ସମସ୍ତେ ଜାଣନ୍ତି। ଏବେ ଦେଶର ସିଭିଲ ସର୍ଭିସ୍‍ରେ ଚାକିରି କରିବାକୁ ମଧ୍ୟ ସେନା ଉପରେ ନିର୍ଭର କରିବାକୁ ପଡ଼ିବ। ଦେଶର ସାମରିକ ବାହିନୀ ସରକାରଙ୍କ ସମସ୍ତ କାର୍ଯ୍ୟରେ ଅଧିକରୁ ଅଧିକ ହସ୍ତକ୍ଷେପ ଆରମ୍ଭ କରିଥିବାରୁ ଏହାକୁ ନେଇ ଅନେକ ରାଜନେତା ଓ ଦେଶର ସାମାଜିକ କର୍ମୀ ଚିନ୍ତା ପ୍ରକଟ କରିଛନ୍ତି। ନିକଟରେ ଦେଶର ନୂଦନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ସିଭିଲ ସର୍ଭିସରେ ନିଯୁକ୍ତି କରିବା କ୍ଷମତା ଦେଶର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ପ୍ରଦାନ କରିବା ପରେ ପାକିସ୍ତାନରେ ଗଣତନ୍ତ୍ର ପ୍ରତି ବିପଦ ଘନଉଥିବା ଅନେକ ମତ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories