www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟ ବଜେଟ ୨୦୧୮-୧୯ : ୧ଲକ୍ଷ ୨୦ ହଜାର ୨୮କୋଟି ଟଙ୍କା ବ୍ୟୟ ଅଟକଳ

ଭୁବନେଶ୍ୱର : ରାଜ୍ୟ ବିଧାନସଭାରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଶ୍ରୀ ବେହେରା ପ୍ରଥମେ କୃଷି ବଜେଟ ଆଗତ କରିଥିଲେ । ୨୦୧୮-୧୯ରେ ରାଜ୍ୟ ବ୍ୟୟ ଅଟକଳ ୧ଲକ୍ଷ ୨୦ ହଜାର ୨୮କୋଟି ଟଙ୍କା ହୋଇଥିବା ବେଳେ, କୃଷି ବଜେଟ-୧୬ ହଜାର ୭ ଶହ ୬୫ କୋଟି ଟଙ୍କା ହୋଇଛି । ନିର୍ବାଚନ ପୂର୍ବରୁ ଶ୍ରୀ ବେହେରା ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଛନ୍ତି।

କୃଷି ଶିକ୍ଷା ଓ ଗ୍ରାମାଞ୍ଚଳର  ବିକାଶକୁ ବଜେଟରେ ପ୍ରାଧାନ୍ୟ ଦିଆଯାଇଛି।

- Advertisement -

-ରାଜ୍ୟ ବଜେଟ ୧ଲକ୍ଷ ୨୦ ହଜାର ୨୮କୋଟି ଟଙ୍କା,
-କୃଷି ବଜେଟ-୧୬ ହଜାର ୭ ଶହ ୬୫ କୋଟି ଟଙ୍କା,
-ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ପାଇଁ ୧୨୪୭ କୋଟି
-ନବକୃଷ୍ଣ ଚୌଧୁରୀ ଜଳସେଚନ ପ୍ରକଳ୍ପ ପାଇଁ ୬୩୫ କୋଟି ଟଙ୍କା,
-୮ଟି ବୃହତ ଜଳସେଚନ ପ୍ରକଳ୍ପ ପାଇଁ ୨୬୨୯ କୋଟି ଟଙ୍କା
-ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୭୫୦ କୋଟି ଟଙ୍କା

-ବିଜୁ କୃଷକ ଯୋଜନା ପାଇଁ ୯୦ କୋଟି ଟଙ୍କା

-ରାଜ୍ୟର ୨୫ ଲକ୍ଷ କୃଷକଙ୍କୁ ବୀମା ଭୁକ୍ତ କରିବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories