www.samajalive.in
Saturday, December 13, 2025
27.1 C
Bhubaneswar

ସୁଖ-ଶାନ୍ତି ସର୍ବଦା ବଜାୟ ରଖିବା ପାଇଁ ସରଳ ଉପାୟ

ସୁଖ-ଶାନ୍ତି ସର୍ବଦା ବଜାୟ ରଖିବା ପାଇଁ ଆର୍ଥିକ କ୍ଷେତ୍ରରେ ଉନ୍ନତି ପାଇଁ ଓ ଅଟକି ରହିଥିବା କାର୍ଯ୍ୟରେ ସଫଳତା ପାଇଁ ଅନେକ ବାସ୍ତୁ ଉପାୟ ସହାୟକ ହୋଇଥାଏ। ଗୃହରେ ଅଧିକ ସମୟ ଧରି ସଦସ୍ୟ ରୋଗାକ୍ରାନ୍ତ ହୋଇ ରହିବା ସହ କଳହ ଲାଗି ରହୁଥିଲେ ବାସ୍ତୁ ଜନିତ ସମସ୍ୟା କାରଣରୁ ଏଭଳି ହୋଇଥାଏ ବୋଲି କୁହାଯାଏ। ତେବେ କିଛି ସହଜ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ବାସ୍ତୁ ସମସ୍ୟା ଦୂର ହୋଇ ଥାଏ।
ନକରାତ୍ମକ ଶକ୍ତି ଦୂର ପାଇଁ ଏକ କାଚ ଗ୍ଲାସରେ ପାଣି ନେଇ ଏକ ଲେମ୍ବୁ ପକାନ୍ତୁ। ଏହି ଗ୍ଲାସକୁ ଘରର ଉତ୍ତର ଦିଗରେ ରଖନ୍ତୁ। ପ୍ରତ୍ୟେକ ଶନିବାର ଏହି ପାଣିକୁ ବଦଳାଇ ଦିଅନ୍ତୁ।
ଘରେ ଅଳନ୍ଦୁ ହେଉଥିଲେ,ଏହାକୁ ତୁରନ୍ତ ସଫା କରନ୍ତୁ। ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘରେ ଅନାବଶ୍ୟକ ଜିନିଷ ରଖନ୍ତୁ ନାହିଁ।
ଘରେ ପୋଛିବା ସମୟରେ ସାମାନ୍ୟ ଲୁଣ ପକାଇ ପୋଛନ୍ତୁ।
ଘରେ ପ୍ରତିଦିନ ଘଣ୍ଟି ବଜାନ୍ତୁ।
ଘରେ ଥିବା ଗଛଲତାଙ୍କର ସଠିକ ଭାବେ ଯତ୍ନ ନିଅନ୍ତୁ। ନିୟମିତ ଭାବେ ଗଛ ଲଗାନ୍ତୁ। ଗଛ ଶୁଖିବା ପରେ ଏହାକୁ ରଖନ୍ତୁ ନାହିଁ।
ଦକ୍ଷିଣ ଦିଗକୁ ଆଦୌ ମୁଣ୍ଡ କରି ଶୁଅନ୍ତୁ ନାହିଁ। ଏହି ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ବ୍ୟତିବ୍ୟସ୍ତ,ଚିନ୍ତା ଓ ନିଦ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

 

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories