www.samajalive.in
Saturday, December 13, 2025
23.1 C
Bhubaneswar

‘ଅସାନି’ ପ୍ରଭାବରେ ସମୁଦ୍ର କୂଳରେ ଲାଗିଲା ସୁନା ରଥ !

ମାଲକାନଗିରି: ସମୁଦ୍ରକୂଳକୁ ଭାସି ଆସିଲା ସୁନା ରଥ ।  ବାତ୍ୟା ‘ଅସାନି’ ପ୍ରଭାବରେ ସମୁଦ୍ର ଅଶାନ୍ତ ରହି ଥିବା ବେଳେ ଆନ୍ଧ୍ର ଶ୍ରିକାକୁଲମ ଜିଲ୍ଲାର ସନ୍ଥବମାଲି କୂଳକୁ ଏକ ସୁନାର ରଥ ସଦୃଶ୍ୟ ଭାସି ଆସିଛି । ଏଥିରେ ଥାଇ ବା ମଲେଶିୟା ଭାଷାରେ କିଛି ଲେଖା ହୋଇ ଥିବା ଦେଖିବାକୁ ମିଳିଛି । ତାହା ସହ ଏଥିରେ ବୌଦ୍ଧ କଳାକୃତି ଥିବା କୁହାଯାଉଛି ।  ତେଣୁ ସମ୍ଭବତଃ ଏହା ଥାଇଲାଣ୍ଡରୁ ସୁମୁଦ୍ରରେ ଭାସି ଆସିଥିବା ଅନୁମାନ କରାଯାଇଛି । ଶ୍ରୀକାକୁଲମ କୋଷ୍ଟ ଗାର୍ଡ ପକ୍ଷରୁ ଏହି ସୁନ୍ଦର ରଥ ସଦୃଶ୍ୟ ଡୋଙ୍ଗା ଟିକୁ ଜବତ କରାଯାଇଛଇ । ଏହା କେଉଁଠୁ ଆସିଲା ଏବଂ ଏହା କେଉଁ ସ୍ଥାନର ବୋଲି ତଦନ୍ତ ଆରମ୍ଭ ହୋଇଛି।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories