www.samajalive.in
Sunday, December 14, 2025
15.1 C
Bhubaneswar

ବିଦ୍ୟୁତ୍‌ କାର୍ଯ୍ୟାଳୟ ପରିସରରେ ବିଦ୍ୟୁତ୍‌ ବିଲ୍ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜି.ଉଦୟଗିରି: ଶୁକ୍ରବାର ଦିନ ଜି.ଉଦୟଗିରି ଉପଖଣ୍ଡ ବିଦ୍ୟୁତ୍‌ ଅଧିକାରୀ ଶ୍ୟାମସୁନ୍ଦର ବେହେରାଙ୍କ ଅଧ୍ୟକ୍ଷତାରେ ଓ ସହକାରୀ ଯନ୍ତ୍ରୀ ପବିତ୍ର କୁମାର ସାହୁ ଏବଂ ଟାଟା ପାଓ୍ବାର ବାଣିଜ୍ୟିକ ଅଧିକାରୀଙ୍କ ସହଯୋଗରେ ଜି.ଉଦୟଗିରି ବିଦ୍ୟୁତ୍‌ କାର୍ଯ୍ୟାଳୟ ପରିସରରେ ବିଦ୍ୟୁତ୍‌ ବିଲ୍ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିବରଣୀରୁ ପ୍ରକାଶ ଯେ ଟାଟା ପାଓ୍ବାର ସହ ବିଦ୍ୟୁତ୍‌ ବିଭାଗ ଅନୁବନ୍ଧିତ ହେବା ପରେ ଜି.ଉଦୟଗିରି ବିଦ୍ୟୁତ୍‌ କାର୍ଯ୍ୟାଳୟ ଅଧିନସ୍ଥ ବିଦ୍ୟୁତ୍‌ ଉପଭୋକ୍ତା ମାନଙ୍କର ବିଦ୍ୟୁତ୍‌ ବିଲରେ ଯୋଉ ଭୁଲ ଥିଲା ତାକୁ ବାରମ୍ବାର ସଂଶୋଧନ କରିବାକୁ ହିତାଧିକାରୀ  କାର୍ଯ୍ୟାଳୟକୁ ଆସୁଥିବା ବେଳେ ଶୁକ୍ରବାର ଦିନ ସେସବୁ ସମସ୍ୟାର ସମାଧାନ ନିମନ୍ତେ ବିଭାଗ ପକ୍ଷରୁ ଏକ ସମୁହ ବିଦ୍ୟୁତ୍‌ ବିଲ ସଂଶୋଧନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଅଞ୍ଚଳର ବିଦ୍ୟୁତ୍‌ ଉପଭୋକ୍ତା ମାନଙ୍କର ଅନଲାଇନ୍ ମାଧ୍ୟମରେ ୩୫ଟି ବିଲ ଓ ଅଫଲାଇନ୍ ମାଧ୍ୟମରେ ୩୦ଟି ବିଲ ସଂଶୋଧନ କରାଯିବା ସହ ନଗଦ ୪୨୦୦୦ ଟଙ୍କା ଆଦାୟ କରାଯାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories