www.samajalive.in
Saturday, December 13, 2025
17.1 C
Bhubaneswar

ଜିଏସ୍‍ଟି ପୁସ୍ତକ ଲୋକାର୍ପିତ

ବଲାଙ୍ଗିର: ଶୁକ୍ରବାର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ସିଏ ଶ୍ରୀକାନ୍ତ ଶର୍ମା ଓ ସୁଶାନ୍ତ କୁମାର ମିଶ୍ରଙ୍କ ଲିଖିତ ଜିଏସ୍‍ଟି ପୁସ୍ତକକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ର ଲୋକାର୍ପିତ କରିଛନ୍ତି। ଛାତ୍ରଛାତ୍ରୀମାନେ ବାଣିଜ୍ୟ ଶିକ୍ଷାରେ ଜିଏସ୍‍ଟିର ବିଷୟ ବସ୍ତକୁ ଯେପରି ସହଜରେ ବୁଝିପାରିବେ ସେଥିପାଇଁ ବ୍ୟସ୍ତତା ମଧ୍ୟରେ ବି ଏହି ପୁସ୍ତକ ଲେଖିବାର ପ୍ରୟାସ କରାଯାଇଥିବା ସିଏ ଶ୍ରୀ ଶର୍ମା କହିଥିଲେ। ଏହି ପୁସ୍ତକଟି ବଲାଙ୍ଗିର ସହ ଅନ୍‍ଲାଇନ୍‍ ଜରିଆରେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଉପଲବ୍ଧ ହୋଇପାରିବ ବୋଲି ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ କୁଳପତି ପ୍ରଫେସର ମହାପାତ୍ର କେବଳ ଛାତ୍ରଛାତ୍ରୀ କି ଶିକ୍ଷକ, ଶିକ୍ଷୟିତ୍ରୀ ନୁହନ୍ତି। ଜିଏସ୍‍ଟି କ୍ଷେତ୍ରରେ ଆଗ୍ରହ ରଖୁଥିବା ବ୍ୟକ୍ତିଙ୍କ ପାଇଁ ଏହି ପୁସ୍ତକଟି ଉପାଦେୟ ହେବ ବୋଲି କହିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories