www.samajalive.in
Thursday, December 11, 2025
16.1 C
Bhubaneswar

ରାମକଥା ଭାରତୀୟ ଆସ୍ଥା, ଆଧ୍ୟାତ୍ମିକତା, ସଂସ୍କୃତି, ପରମ୍ପରାକୁ ମଜବୁତ କରିଥାଏ – ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ମୋରବୀ ଠାରେ ଆଭାସୀ ଜରିଆରେ ହନୁମାନଙ୍କର ୧୦୮ ଫୁଟ ଉଚ୍ଚ ପ୍ରତିମାର ଲୋକାର୍ପଣ କରିଛନ୍ତି। ଏହି ପ୍ରତିମାକୁ ପଶ୍ଚିମର ମୋରବୀ ଠାରେ ବାପୁ କେଶବାନନ୍ଦଙ୍କ ଆଶ୍ରମରେ ସ୍ଥାପିତ କରାଯାଇଛି। ଏହା ପୂର୍ବରୁ ଶିମଲା ଠାରେ ପ୍ରଥମ ମୂର୍ତି ପ୍ରତିଷ୍ଠା କରାଯାଇଥିଲା। ଏହି ପ୍ରତିମାକୁ ଲୋକାର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ଭାରତ ଶ୍ରେଷ୍ଠ ଭାରତର ସଂକଳ୍ପର ପୂର୍ତି ହୋଇଛି। ସେ କହିଛନ୍ତି ଯେ ରାମକଥା ଭାରତୀୟ ଆସ୍ଥା, ଆଧ୍ୟାତ୍ମିକତା, ସଂସ୍କୃତି, ପରମ୍ପରାକୁ ମଜବୁତ କରିଥାଏ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଓ ସାରା ବିଶ୍ୱର ହନୁମାନ ଭକ୍ତମାନଙ୍କ ପାଇଁ ଏହା ଅତ୍ୟନ୍ତ ଖୁସିର ବିଷୟ। ଏହା କେବଳ ହନୁମାନଜୀଙ୍କର ମୂର୍ତି ସ୍ଥାପନର ସଂକଳ୍ପ ନୁହେଁ ବରଂ ଏକ ଭାରତ ଶ୍ରେଷ୍ଠ ଭାରତ ସଂକଳ୍ପର ମଧ୍ୟ ଅଂଶବିଶେଷ ବୋଲି ସେ କହିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories