www.samajalive.in
Saturday, December 13, 2025
26.1 C
Bhubaneswar

ପୋଖରୀ ହୁଡାରୁ ଉଦ୍ଧାର ହେଲା ଅଲୋଡା ନବଜାତ ଶିଶୁକନ୍ୟା

ଅନୁଗୋଳ: ପୁଣି ଅଲୋଡା ହେଲା ଶିଶୁକନ୍ୟା । ଏକ ପୋଖରୀ ହୁଡାରୁ ଅଲୋଡା ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ପାଲଲହଡା ଥାନା ଅନ୍ତର୍ଗତ ଛେଳିଆ ମୁଣ୍ଡାର ଏକ ପୋଖରୀ ହୁଡା ନିକଟରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶିଶୁକନ୍ୟା ପାଲଲହଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରେ ସେ ସୁସ୍ଥଥିବା ଜଣାପଡିଛି । ତେବେ ଉଦ୍ଧାର ଶିଶୁକନ୍ୟା କାହାର ଏବଂ କିଏ ତାକୁ ଏଭଳି ଅବସ୍ଥାରେ ଛାଡି ଯାଇଛି ତଦନ୍ତ ପରେ ତାହା ସ୍ପଷ୍ଟ ହେବ ବୋଲି ଚାଇଲ୍ଡ ଲାଇନ୍ ପକ୍ଷରୁ କୁହାଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories