ଟ୍ରକ – କାର ମୁହାଁମୁହିଁ ଧକ୍କା, ଜଣେ ମୃତ ଅନୁଗୁଳଆମ ଓଡ଼ିଶାନିଉଜ ଆଲର୍ଟ By Samaja Digital On Mar 22, 2018 0 Share ଅନୁଗୋଳ: କିଶୋରନଗର ଥାନା ଆମ୍ବପାଳ ନିକଟରେ ଟ୍ରକ ସହ କାର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି । ଏଯାବତ୍ ମୃତକଙ୍କ ପରିଚୟ ମିଳିପାରିନାହିଁ । 0 Share FacebookTwitterWhatsApp