www.samajalive.in
Sunday, December 14, 2025
26.1 C
Bhubaneswar

କ’ଣ କହିବେ ଇମ୍ରାନ? ଅପେକ୍ଷା କରିଛି ପାକିସ୍ତାନ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି (ଶୁକ୍ରବାର) ଦେଶବାସୀକୁ ସମ୍ବୋଧିତ କରିବେ। ଗୋଟିଏ ଦିନ ପୂର୍ବରୁ ତାଙ୍କ ଦଳ ପିଟିଆଇ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି। ପାକିସ୍ତାନ ସୁପ୍ରିମକୋର୍ଟ ଗତ ଏପ୍ରିଲ ୩ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ଇମ୍ରାନ ସରକାରଙ୍କ ସମସ୍ତ କାର୍ଯ୍ୟକୁ ବାତିଲ କରିଛନ୍ତି ଏବଂ ତାଙ୍କୁ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ମଧ୍ୟ କହିଛନ୍ତି।

ସୁପ୍ରିମକୋର୍ଟ ପୁଣି ପାକିସ୍ତାନର ଜାତୀୟ ସଭାକୁ ପୁନଃ କାର୍ଯ୍ୟକ୍ଷମ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଉଭୟ କ୍ୟାବିନେଟ ଏବଂ ସଂସଦୀୟ ଦଳ ବୈଠକ ଡ଼ାକିଥିବା ଜଣାପଡିଛି। ରାଷ୍ଟ୍ରପତିଙ୍କ ଜାତୀୟ ସଭାକୁ ଭଙ୍ଗ କରିବା ଏବଂ ବାଚସ୍ପତିଙ୍କ ଆସ୍ଥା ଭୋଟ ଏଡ଼ାଇଯିବା ନିଷ୍ପତ୍ତିକୁ ସର୍ବୋଚ୍ଚ ଅଦାଲତ ମଧ୍ୟ ଅସାମ୍ବିଧାନିକ ଘୋଷଣା କରିବା ସହ ଏହାର କୌଣସି ଆଇନଗତ ପ୍ରଭାବ ନାହିଁ ବୋଲି କହିଛନ୍ତି।

- Advertisement -

ସୁପ୍ରିମକୋର୍ଟ ମଧ୍ୟ ଏପ୍ରିଲ ୯ରେ ସକାଳ ୧୦.୩୦ ମିନିଟ ସୁଦ୍ଧା ଅଧିବେଶନ ଡାକି ଆସ୍ଥା ଭୋଟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories