ରାଜ୍ୟର ୭ ଜିଲାରୁ ୧୬ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟାରେ ଦୁଇ ଅଙ୍କରେ ସୀମିତ ରହୁଛି। ୨୪ ଘଣ୍ଟାରେ ଆଉ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪,ସଙ୍ଗରୋଧରୁ ୧୦ ଓ ସ୍ଥାନୀୟ ୬। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୭୭୩କୁ ବୃଦ୍ଧି ପାଇଛି। ମୋଟ ୧୨,୭୮,୩୬୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୩୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 5th April
New Positive Cases: 16
Of which 0-18 years: 4
In quarantine: 10
Local contacts: 6(Details of local contacts will be shared by concerned District)
1. Balangir: 2
2. Jajpur: 2
3. Kendrapada: 1
4. Khurda: 6— I & PR Department, Odisha (@IPR_Odisha) April 6, 2022
5. Rayagada: 1
6. Sambalpur: 3
7. Sundargarh: 1New recoveries: 45
Cumulative tested: 30820487
Positive: 1287773
Recovered: 1278367
Active cases: 232— I & PR Department, Odisha (@IPR_Odisha) April 6, 2022
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬, ସମ୍ବଲପୁର ୩, ବଲାଙ୍ଗୀର ଓ ଯାଜପୁରରୁ ୨ ଲେଖାଏଁ ,କେନ୍ଦ୍ରାପଡା,ରାୟଗଡା ଓ ସୁନ୍ଦରଗଡରୁ ୧ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.