www.samajalive.in
Saturday, December 6, 2025
16.1 C
Bhubaneswar

ଏ ସବୁ ଖାଇଲେ ଦୂର ହୋଇଥାଏ ଶରୀର ଦୁର୍ଗନ୍ଧ

ଅନେକ ସମୟରେ ଖରା ପ୍ରଭାବରେ ପ୍ରବଳ ଝାଳ ନିର୍ଗତ ହୋଇଥାଏ। ଏହାସହ ମଧ୍ୟ ଦୁର୍ଗନ୍ଧ ହୋଇଥାଏ। ତେବେ ଜାଣନ୍ତି କି , ଏପରି କିଛି ଖାଦ୍ୟ ରହିଛି, ଯାହାର ସେବନ କରିବା ଦ୍ୱାରା ଶରୀର ଦୁର୍ଗନ୍ଧ ଜନିତ ସମସ୍ୟା ଦୂର ହୋଇଥାଏ।
ସେଓ,ଅଙ୍ଗୁର,ତରଭୂଜ ଭଳି ଫଳ ସେବନ କଲେ ଶରୀର ଦୁର୍ଗନ୍ଧ ଦୂର ହୋଇଥାଏ।
ଓଟସ୍‍ ଶରୀରର ପାଚନ ଓ ତାପମାତ୍ରକୁ ନିୟନ୍ତ୍ରଣ ଓ ସଠିକ ରଖିଥାଏ।
ବନ୍ଧାକୋବି, କାକୁଡ ଓ ପାଳଙ୍ଗ ଭଳି ପନିପରିବା ଓ ଶାଗ ଖାଇବା ଦ୍ୱାରା ଏହା ଶରୀରରେ ଜଳୀୟ ମାତ୍ରାକୁ ସଠିକ ରଖିଥାଏ। ଶରୀରରୁ ଜଳ ଅଭାବ ଦୂର କରିଥାଏ।
ଗ୍ରୀନ ଟି ପିଇବା ଦ୍ୱାରା ଶରୀର ଥଣ୍ଡା ରୁହେ ଓ କମ ମାତ୍ରାରେ ଝାଳ ନିର୍ଗତ ହେବା ସହ ଦୁର୍ଗନ୍ଧ ହୋଇନଥାଏ।
ଅଲିଭ୍‍ ଅଏଲରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା ଶରୀରର ତାପମାତ୍ରା ସଠିକ ଓ ନିୟନ୍ତ୍ରିତ ହୋଇ ରହିଥାଏ। ଫଳରେ ଝାଳ କମ ନିର୍ଗତ ହୋଇଥାଏ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories