www.samajalive.in
Monday, December 8, 2025
24.1 C
Bhubaneswar

ପୌର ନିର୍ବାଚନ ପାଇଁ କଣ୍ଟାବାଞ୍ଜିରେ ଖୋଲିଲା ବିଜୁ ଜନତା ଦଳ ୱାର୍ଡ କାର୍ଯ୍ୟାଳୟ

କଣ୍ଟାବାଞ୍ଜି: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଜିତାପଟ ପରେ ବର୍ତ୍ତମାନ ପୌର ନିର୍ବାଚନ ପାଇଁ ବିଜୁ ଜନତା ଦଳ ନିଜର ଉଦ୍ୟମ ଚଳାଇଛି। ୨୦୧୩ରେ କଣ୍ଟାବାଞ୍ଜିରେ ବିଜୁ ଜନତା ଦଳ ନିଜ ଦଖଲରେ ରଖିଥିଲା। କଣ୍ଟାବାଞ୍ଜି ପୌର ଅଧ୍ୟକ୍ଷ ପାଇଁ ବିଜୁ ଜନତା ଦଳ ତରଫରୁ ଵିନୟ ଭୂଷଣ ବିଭାର ପ୍ରାର୍ଥୀ ହୋଇଛନ୍ତି। କଣ୍ଟାବାଞ୍ଜି ସହରର ୱାର୍ଡ ନମ୍ବର ୨, ୪, ୧୩, ୧୪, ୧୫ ନମ୍ବର ୱାର୍ଡ କାର୍ଯ୍ୟାଲୟ ରାଜ୍ୟ ସାଧାରଣ ସମ୍ପାଦକ ଏବଂ ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories