www.samajalive.in
Friday, December 5, 2025
20.1 C
Bhubaneswar

ସ୍ନାନଘର ସହ ଜଡ଼ିତ ବାସ୍ତୁ ଟିପ୍ସ

ସ୍ନାନଘରେ ନୀଳରଙ୍ଗର ବାଲଟି ରଖିବା ଅତ୍ୟନ୍ତ ଲାଭଦାୟକ ଅଟେ। ଏହାକୁ ରଖିବା ଦ୍ୱାରା ସୁଖଶାନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ସମୃଦ୍ଧି ହୋଇଥାଏ। ବାଲଟିକୁ କେବେ ଖାଲି ରଖିବା ଉଚିତ ନୁହେଁ। ଅଳ୍ପ ପାଣି ମଧ୍ୟ ହେଉ ଏଥିରେ ରହିବା ଆବଶ୍ୟକ। ଗୃହର ବିଭିନ୍ନ କକ୍ଷ ମାନଙ୍କ ମଧ୍ୟରୁ ଗାଧୁଆ ଘର ଏକ ସାଧାରଣ କକ୍ଷ ଅଟେ। ମାତ୍ର ଏହି କକ୍ଷ  ବହୁ ବାସ୍ତୁ ସହ ମଧ୍ୟ ସମ୍ବନ୍ଧୀତ ହୋଇରହିଛି। ଯାହା ବହୁ ଶୁଭଅଶୁଭ ଫଳ ପ୍ରଦାନ କରିଥାଏ। ଏହି କଥା ପ୍ରତି ଧ୍ୟାନ ନଦେଲେ ଜୀବନରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ।
ସ୍ନାନଘର ଗୃହର ଏକ ଗୁରୁତ୍ୱପୂର୍ଣ୍ଣ କକ୍ଷ ଅଟେ। ଏହି ସ୍ଥାନର ସମ୍ବନ୍ଧ ଧନଲାଭ ସହ ମଧ୍ୟ ଜଡ଼ିତ ଅଟେ। ବାସ୍ତୁ ଅନୁଯାୟୀ ଗାଧୁଆ ଘରେ ନୀଳରଙ୍ଗର ବାଲଟି ରଖିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ସ୍ନାନଘର କବାଟର ଠିକ୍‍ ସମ୍ମୁଖରେ ଦର୍ପଣ ରଖିବା ଉଚିତ ନୁହେଁ । ଏହା ଅଶୁଭ ପ୍ରଭାବ ପକାଇଥାଏ।
ଗାଧୋଇସାରି ଆସିବା ପରେ ଏହାର କବାଟକୁ ଖୋଲା ରଖିବା ଉଚିତ ନୁହେଁ, ଏହା ଦ୍ୱାରା ନକାରତ୍ମକ ଶକ୍ତି ପ୍ରବେଶ କରିଥାଏ।
ଯହି ଶୋଇବା କକ୍ଷ ମଧ୍ୟରେ ସ୍ନାନଘର ରହିଥାଏ, ତେବେ ଏହାର କବାଟ ସର୍ବଦା ବନ୍ଦ କରି ରଖନ୍ତୁ। ବାସ୍ତୁ ଅନୁଯାୟୀ ଏପରି ନକଲେ ଏହାର କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories