www.samajalive.in
Saturday, December 13, 2025
26.1 C
Bhubaneswar

ସେରିବ୍ରାଲ ପାଲ୍ସୀରେ ମାଇକ୍ରୋସଫ୍ଟ ସିଇଓ ସତ୍ୟା ନଡେଲାଙ୍କ ପୁଅଙ୍କ ନିଧନ

ନ୍ୟୁୟର୍କ – ସେରିବ୍ରାଲ ପାଲ୍ସୀରେ ମାଇକ୍ରୋସଫ୍ଟ ସିଇଓ ସତ୍ୟା ନାଡାଲଙ୍କ ପୁଅ ଜୈନ ନାଡଲଙ୍କର ମୃତ୍ୟୁ ହୋଇଛି । ମାଇକ୍ରୋସଫ୍ଟର ଏକ୍ସିକ୍ୟୁଟିଭ୍‌ ଷ୍ଟାଫ୍‌ଙ୍କ ପକ୍ଷରୁ ମେଲ୍‌ ଜରିଆରେ ଏହି ସୂଚନା ଦିଆଯାଇଛି । ସେ ପିଲାବେଳୁ ସେରିବ୍ରାଲ ପାଲ୍ସୀରେ ଆକ୍ରାନ୍ତ ଥିଲେ । ଗତ କିଛିଦିନ ଧରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ରହିବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଜୈନ୍‌ ବେଶ୍‌ ହସଖୁସୀ ମିଜାଜ୍‌ର ଥିଲେ ।

ସେରିବ୍ରାଲ୍‌ ପାଲ୍ସୀ ମାଂସପେଶୀର ଏକ ସମସ୍ୟା । ପ୍ରାୟ ଶିଶୁମାନଙ୍କ ଠାରେ ଏହି ଲକ୍ଷଣ ପ୍ରକାଶ ପାଇଥାଏ । ମସ୍ତିଷ୍କରେ କୌଣସି ପ୍ରକାର ସମସ୍ୟା ହେଲେ କିମ୍ବା ଆଘାତପ୍ରାପ୍ତ ହେଲେ ଏହା ହୋଇଥାଏ । ଜନ୍ମ ପୂର୍ବରୁ ଗର୍ଭାଶୟରେ କିମ୍ବା ୪ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ଏହା ଦେଖାଦେଇଥାଏ । ଏପରିକି ଛୋଟ ପିଲାଙ୍କ ମୁଣ୍ଡ ଜୋରରେ ଆଘାତ  ହେଲେ ଏହା ହୋଇଥାଏ ।

- Advertisement -

ଗର୍ଭାବସ୍ଥାରେ ମହିଳାମାନଙ୍କୁ ବିଶେଷ ଧ୍ୟାନ ଦେବା ପାଇଁ କୁହାଯାଇଥାଏ । ଏହା ସହ ଗର୍ଭାବସ୍ଥା ସମୟରେ ସଠିକ୍ ଭାବେ ଟିକାକରଣ ପାଇଁ କୁହାଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories