ବୌଦ୍ଧ ଜିଲାପରିଷଦ ପ୍ରଥମ ପର୍ଯ୍ୟାୟ ଫଳାଫଳ: ୨ଟିରେ ବିଜେଡି ଓ ଗୋଟିଏରେ ବିଜେପି ବିଜୟୀ
ବୌଦ୍ଧ: ପ୍ରଥମ ପ୍ରର୍ଯ୍ୟାୟରେ ଗତକାଲି ବୌଦ୍ଧଜିଲାର ତିନୋଟି ଜୋନରେ ଭୋଟ ଗଣତି ହୋଇଥିଲେ। ତିନୋଟି ଜିଲାପରିଷଦ ମଧ୍ୟରୁ କଣ୍ଟାମାଳ ବ୍ଳକର ୧ ନମ୍ବର ଜୋନରେ ବିଜେଡିର ସୁମିତ୍ରା ସାହୁ ମୋଟ ୧୫୦୯୬ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପିର ପଦ କହଁର ୧୨୮୩୫ ଖଣ୍ଡ ଭୋଟ ପାଇଛନ୍ତି। ବିଜେଡିର ସୁମିତ୍ରା ସାହୁ ୨୨୬୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ବ୍ଳକରେ ବିଜେଡିର ବିଶ୍ୱଜିତ ମିଶ୍ର ୧୩୧୧୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ସୁର୍ଯ୍ୟନାରାୟଣ ମହ।।ପାତ୍ର ୧୦୨୯୦ ଖଣ୍ଡ ଭୋଟ ପାଇଛନ୍ତି। ଏଥିରେ ବିଜେଡିର ବିଶ୍ୱଜିତ ମିଶ୍ର ୨୮୨୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସେହିପରି ବୌଦ୍ଧ ବ୍ଳକର ୪ ନମ୍ବର ଜୋନର ବିଜେପିର ରାକେଶ କୁମାର ତ୍ରିପାଠୀ ୧୭୦୪୩ ଖଣ୍ଡ ଭୋଟ ଓ ବିଜେଡିର ବୟନ୍ତୀ ପ୍ରଧାନ ୧୧୯୩୩ ଖଣ୍ଡ ଭୋଟ ପାଇଥିବାବେଳେ ଏଥିରେ ବିଜେପିର ରାକେଶ କୁମାର ତ୍ରିପାଠି ୫୧୧୦ ଭୋଟରେ ବିଜୟୀ ହୋଇଛନ୍ତି। ହରଭଙ୍ଗା
ପ୍ରଥମ ପର୍ଯ୍ୟାୟର ସମିତି ଓ ସରପଞ୍ଚ ପଦବୀ ପାଇଁ ଭୋଟ ଗଣତିର ଫଳା ଫଳ
ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ବିଜୟୀ ସରପଞ୍ଚ ଓ ସମିତି ସଭ୍ୟ (ଜୋନ ୭ ର ଫଳାଫଳ)
ପଞ୍ଚାୟତର ନାମ ସରପଞ୍ଚ ସମିତି ସଭ୍ୟ
ସରସରା ହରି ନାଏକ ଯମୁନା ରାଣୀ ବେହେରା
ବନ୍ଧାପଥର ଲକ୍ଷ୍ମୀପ୍ରିୟା ପ୍ରଧାନ ଗୀତାଞ୍ଜଳି ବାରିକ
ବାମଣ୍ଡା ଇନ୍ଦୁମତୀ ଝାଙ୍କର କୁମୁଦିନୀ ସେଠୀ
ମଥୁରା ପ୍ରଦିପ କହଁର ସନ୍ତୋଷ ବେହେରା
ବିରନରସିଂହପୁର ବାସନ୍ତୀ ସେଠୀ କଲ୍ୟାଣୀ ଦଣ୍ଡସେନା
ସାମ୍ପୋଚ କଲ୍ୟାଣୀ ପ୍ରଧାନ ସ୍ନେହଲତା ପ୍ରଧାନ
ରାଧାନଗର ଗଣେଷ ବେହେରା ସରୋଜ ପ୍ରଧାନ
ବୌଦ୍ଧ ବ୍ଳକର ବିଜୟୀ ସରପଞ୍ଚ ଓ ସମିତିସଭ୍ୟ (ଜୋନ ୪ର ଫଳାଫଳ)
ପଞ୍ଚାୟତର ନାମ ସରପଞ୍ଚ ସମିତିସଭ୍ୟ
ବାଉଁଶୁଣୀ ଅଇଁଠୁ ମହାଲିକ ପ୍ରମୋଦ କୁମାର ଦେହୁରୀ
ଗୋଛାପଡା କୁନୀ ମେହେର ଶ୍ରଦ୍ଧାଞ୍ଜଳି ବାରିକ
ଗୁନ୍ଦୁଲିଆ ଧବଳେଶ୍ୱର ସିଂହ ବଳଦେବ କର୍ମୀ
କସୁରବନ୍ଧ ସରୋଜ କର୍ଣ୍ଣ ଚମ୍ପେକିଶୋର ମେହେର
ଖଲିଆପାଲି ସଂଯୁକ୍ତା ମେହେର ସଂଘମିତ୍ରା ମିଶ୍ର
ମନୁପାଲି ଭାରତୀ ମଲିକ ପାନେଶ୍ୱରୀ ଦେହୁରୀ
ରକ୍ସା ବିଭୁତିଭୁଷଣ ଡାଙ୍ଗ ଦଳଗଞନ ବେହେରା
ଶଗଡା ସନ୍ଧ୍ୟାରାଣୀ ମହାକୁଡ କୁନୁ ଦନ୍ତା
କଣ୍ଟମା ବ୍ଲକର ବିଜୟୀ ସରପଞ୍ଚ ଓ ସମିତିସଭ୍ୟ ( ଜୋନ ୧ ର ଫଳା ଫଳ)
ପଞ୍ଚାୟତର ନାମ ସରପଞ୍ଚ ସମିତିସଭ୍ୟ
ଆମ୍ବଗାଁ ପ୍ରତୀମା ରଣା ଦେବେନ୍ଦ୍ର ରଣା ( ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ )
ବରଗାଁ ରଶ୍ମିତା ରଣା ଅଙ୍ଗୁରୀ ତାଣ୍ଡି
ଘଣ୍ଟାପଡା ରୀତା କହଁର ଶଙ୍ଖଞ୍ଜିନୀମାଝୀ
ଖମନମୁଣ୍ଡା ଅଳକା ପ୍ରଧାନ ସସ୍ମିତା ବାଘ
ଖୁଣ୍ଟଗୋରା ସୁନୀତା ମାଝୀ ଭାରତୀ ସାହୁ
କୁଲୁତାଯୋର ଚୁମୁକି ଭୋଇ ମହେନ୍ଦ୍ର ରଣା
ନାରାୟଣ ପ୍ରସାଦ ତାରାକାନ୍ତୀ ମାଝୀ ଜନକ ବାଘ
ଉମା ଦୌଲଥ ପାଣ୍ଡେ ଶନ୍ତଳି ସୁନା
Comments are closed.