www.samajalive.in
Saturday, December 13, 2025
26.1 C
Bhubaneswar

ଅମୃତଭଣ୍ଡା ସହ ଏକତ୍ରିତ ଖାଆନ୍ତୁ ନାହିଁ ଏହି ଖାଦ୍ୟ

ସ୍ୱାସ୍ଥ୍ୟ ପାଇଁ ଅମୃତଭଣ୍ଡା ଖୁବ ଉପକାରୀ। ଏହା ଶରୀରରୁ ଅନେକ ରୋଗ ମଧ୍ୟ ଦୂର କରିଥାଏ। ଏହା ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ଉପକାରୀ ଅମୃତଭଣ୍ଡା ସହ କିଛି ଖାଦ୍ୟ ରହିଛି, ଯାହାକୁ ଏକତ୍ରିତ ଖାଇବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ କ୍ଷତିକାରକ ହୋଇଥାଏ।
ଆୟୁର୍ବେଦ ଅନୁଯାୟୀ ଅମୃତଭଣ୍ଡାର ଗୁଣ ଉଷ୍ଣ ହେବା ସହ ଦହିର ଗୁଣ ଥଣ୍ଡା ହୋଇଥାଏ। ତେବେ ଏହି ଦୁଇଟି ଜିନିଷକୁ ଏକାସହ ସେବନ କଲେ, ଥଣ୍ଡା ଜନିତ ସମସ୍ୟା ସହ ମୁଣ୍ଡ ବିନ୍ଧା ହୋଇଥାଏ।
କ୍ଷୀର ଓ ଅମୃତଭଣ୍ଡା ଏକାସହ ଖାଇବା ଦ୍ୱାରା ଏହା ପେଟ ପାଇଁ କ୍ଷତିକାରକ ହୋଇଥାଏ। ଅମୃତଭଣ୍ଡା ଖାଇବାର ୧ ଘଣ୍ଟା ପରେ କ୍ଷୀର ପିଇପାରିବେ।
ଅମୃତଭଣ୍ଡା ସ୍ୱାଦରେ ମିଠାଳିଆ ଓ କମଳା ସ୍ୱାଦରେ ଖଟାଳିଆ। ତେଣୁ ଏହାକୁ ଏକତ୍ରିତ ଖାଇବା ଦ୍ୱାରା ସ୍ୱାସ୍ଥ୍ୟଜନିତ ସମସ୍ୟା ହୋଇଥାଏ।
ଅମୃତଭଣ୍ଡା ସହ ଲେମ୍ବୁର ମଧ୍ୟ ସେବନ କରନ୍ତୁ ନାହିଁ।
ଅମୃତଭଣ୍ଡା ଓ କଲରା ଏକା ସହ ଖାଇବା ଦ୍ୱାରା ଖାଦ୍ୟ ହଜମରେ ସମସ୍ୟା ସହ ଗ୍ୟାଷ୍ଟ୍ରିକ ମଧ୍ୟ ହୋଇଥାଏ।
ଅମୃତଭଣ୍ଡା ସହ ଟମାଟୋ ଏକାଠି ଖାଇବା ଉଚିତ ନୁହେଁ। ଏହାଦ୍ୱାରା କୋଷ୍ଠକ।ଠିନ୍ୟ,ପେଟ ଜନିତ ସମସ୍ୟା ଓ ବଦହଜମି ହୋଇଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories