www.samajalive.in
Sunday, December 7, 2025
14.1 C
Bhubaneswar

ଯୁଦ୍ଧ ପାଇଁ ଆକାଶ ମାର୍ଗ ବନ୍ଦ ପରେ ଫେରିଆସିଲା ବିମାନ ; ଫସିରହିଛନ୍ତି ଭାରତୀୟ

ନୂଆଦିଲ୍ଲୀ : ଆରମ୍ଭ ହୋଇ ସାରିଛି ରୁଷ –ୟୁକ୍ରେନ ମଧ୍ୟରେ ଯୁଦ୍ଧ। ରୁଷ ଆକ୍ରମଣ ପରେ ୟୁକ୍ରେନ ବେସାମରିକ ବିମାନ ଚଳାଚଳ ପାଇଁ ଆକାଶ ମାର୍ଗ ବନ୍ଦ କରିଦେବା ପରେ ଫେରିସାରିଛି ଏୟାର ଇଣ୍ଡିଆର ବିମାନ। ଭାରତୀୟ ନାଗରିକଙ୍କୁ ଆଣିବାକୁ ଯାଇଥିବା ଏୟାର ଇଣ୍ଡିଆର ବିମାନ ଦିଲ୍ଲୀ ଫେରି ଆସିଛି। ରୁଷ ଓ ୟୁକ୍ରେନ ଯୁଦ୍ଧ ପାଇଁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ହଜାର ହଜାର ଭାରତୀୟଙ୍କ ସହ ଓଡିଆମାନେ ୟୁକ୍ରେନ ବିମାନ ବନ୍ଦରରେ ଅପେକ୍ଷା କରିଛନ୍ତି। ସେମାନଙ୍କ ମଧ୍ୟରେ ୟୁକ୍ରେନକୁ ଡାକ୍ତରୀ ପଢିବାକୁ ଯାଇଥିବା ଅନେକ ଓଡିଆ ଯୁବକଯୁବତୀ ରହିଛନ୍ତି। ବର୍ତ୍ତମାନ ସେମାନଙ୍କ ଫେରିବା ନେଇ ସମ୍ପ୍ରତିି ଅନିଶ୍ଚତତା ଦେଖାଦେଇଛି। ୟୁକ୍ରେନ ଅଭିମୁଖେ ଯାଇଥିବା ଏୟାର ଇଣ୍ଡିଆ ବିମାନକୁ ବିମାନଚଳାଚଳମାନଙ୍କ ପ୍ରତି ନୋଟିସ ଜାରି ହେବା ପରେ ବିମାନ ଦିଲ୍ଲୀ ଫେରିଆସିଛି।

 

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories