www.samajalive.in
Sunday, December 14, 2025
26.1 C
Bhubaneswar

ଦୋଳ ପୂର୍ଣ୍ଣିମା ପାଳନକୁ ନେଇ ପ୍ରସ୍ତୁତି ବୈଠକ

ସାରନଗରୀ: ଦକ୍ଷିଣ ରାଉରକେଲାସ୍ଥିତ ରାଧାକୃଷ୍ଣ ମଣ୍ଡପ ପରିସରରେ ଆସନ୍ତା ମାର୍ଚ୍ଚ ୧୮ତାରିଖରେ ହେବାକୁ ଥିବା ଦୋଳ ପୂର୍ଣ୍ଣିମା ପାଳନକୁ ନେଇ ଏକ ପ୍ରସ୍ତୁତି ବୈଠକ ଦକ୍ଷିଣ ରାଉରକେଲା ଯାଦବ ମହାସଂଘ ପକ୍ଷରୁ  ସରୋଜ ବେହେରା (ବୁଢା)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ଉତ୍ସବର ରୂପରେଖ ଓ ଶାନ୍ତିଶୃଖଂଳା ରକ୍ଷା କରିବା ପାଇଁ ଉକ୍ତ ବୈଠକରେ ଆଲୋଚନା ହୋଇଥିଲ।। ଏହି ବୈଠକରେ  ହରିହର ବେହେରା,ଦିବାକର ବେହେରା,ମନୋଜ ଗୌଡ଼,ଦୁର୍ଯ୍ୟଧନ ସେନାପତି,ବାଦଲ ଦାସ,ରମେଶ ଚନ୍ଦ୍ର ବାରିକ,ପ୍ରେମଜିତ ଯାଦବ,ନିରାକର ବେହେରା,ସନ୍ତୋଷ ମହାକୁଳ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଗୌତମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories