www.samajalive.in
Saturday, December 6, 2025
14.1 C
Bhubaneswar

ମାଘ ପୂର୍ଣ୍ଣିମାରେ କରନ୍ତୁ ଏହି ଉପାୟ

ଆଜି ମାଘ ପୂର୍ଣ୍ଣିମା। ଏହି ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି। ତେବେ ଜାଣନ୍ତୁ କେଉଁ କାର୍ଯ୍ୟ କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
– ପୂର୍ଣ୍ଣିମା ଦିନ ପ୍ରାତଃ ସମୟରେ ସ୍ନାନ କରି ମା’ବୃନ୍ଦାବତୀଙ୍କ ନିକଟରେ ଭୋଗ,ଦୀପ ଓ ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳେ।
ପୂର୍ଣ୍ଣିମା ଦିନ ମା’ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ।
ପୂର୍ଣ୍ଣିମା ଦିନ ମା’ଙ୍କ ମୂର୍ତ୍ତି ନିକଟରେ ୧୧ କଉଡି ଅର୍ପଣ କରି ସେଥିରେ ହଳଦୀ ରଙ୍ଗର ତିଳକ ଲଗାନ୍ତୁ। ପରଦିନ ସେ ସମସ୍ତ କଉଡିକୁ ଲାଲ କପଡାରେ ବାନ୍ଧି ଆଲମିରାରେ ରଖନ୍ତୁ।
ଏହିଦିନ ଅଶ୍ୱତ୍ଥ ବୃକ୍ଷକୁ ପୂଜାର୍ଚ୍ଚନା କରନ୍ତୁ।
ମା’ଲକ୍ଷ୍ମୀଙ୍କ ନିକଟରେ କ୍ଷୀରି ଭୋଗ ଅର୍ପଣ କରନ୍ତୁ।

 

- Advertisement -

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories