www.samajalive.in
Friday, December 12, 2025
27.1 C
Bhubaneswar

ଏମଏସଏମଇର ସବୁଜକରଣ ପାଇଁ ସିଡ୍‍ବିର ଆର୍ଥିକ ପଦକ୍ଷେପ

ଭୁବନେଶ୍ୱର: ସ୍ମଲ୍‍ ଇଣ୍ଡଷ୍ଟ୍ରିଜ ଡେଭଲପମେଂଟ ବ୍ୟାଙ୍କ ଅଫ୍‍ ଇଣ୍ଡିଆ (ସିଡବି) ଯାହା କି ଏକ ସର୍ବଭାରତୀୟ ଆର୍ଥିକ ସେବା ପ୍ରଦାନକାରୀ ଅନୁଷ୍ଠାନ, ଏହା ଭାରତୀୟ ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କୁ ସମନ୍ୱିତ କ୍ରେଡିଟ୍‍ ଓ ବିକାଶ ସହାୟତା ପ୍ରଦାନରେ ନିୟୋଜିତ ରହିଛି। ଏହା ଜଳବାୟୁଜନିତ ପରିବର୍ତନକୁ ଏଡ଼ାଇବା ପାଇଁ ଓ ଏମଏସଏମଇ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଏକ ସମର୍ପିତ ଭର୍ଟିକାଲର ସ୍ଥାପନା କରିଛି ଯାହାକି ଗ୍ଲାସଗୋ ଠାରେ କନ୍‍ଫରେନ୍‍ସ ଅଫ୍‍ ପାର୍ଟିଜ୍‍ (ସିଓପି୨୬) ରେ ଦେଶର ପ୍ରତିଶ୍ରୁତିବଦ୍ଧତା ଅନୁସାରେ କରାଯାଉଛି। ୟୁନିୟନ ବଜେଟ୍‍ ୨୦୨୨ ମଧ୍ୟ ଜଳବାୟୁ କାର୍ଯ୍ୟ, କ୍ଲିନ୍‍ ଏନର୍ଜି, ସୋଲାର, ଇ-ମୋବିଲିଟି, ବ୍ୟାଟେରି, ବର୍ଜ୍ୟ ପରିଚାଳନା, ଏନର୍ଜି ସର୍ଭିସ୍‍ କମ୍ପାନୀ ମାଧ୍ୟମରେ ଶକ୍ତି ଦକ୍ଷତା ଇତ୍ୟାଦି ଉପରେ ଗୋଲଡେନ୍‍ ପିରିୟଡରେ ଗୁରୁ୍‍ତ୍ୱ ପ୍ରଦାନ କରିଛି।

‘ଗ୍ରୀନ୍‍ ଇଣ୍ଡିଆନ୍‍ ଫାଇନାନ୍‍ସିଆଲ୍‍ ସିଷ୍ଟମ’ ଉପରେ ନିକଟରେ ସମାପ୍ତ ହୋଇଥିବା ଭର୍ଚୁଆଲ୍‍ କନ୍‍ଫରେନ୍‍ସରେ ସିଡ୍‍ବି ରେଗୁଲେଟର ଓ ପ୍ରମୁଖ ଷ୍ଟେକହୋଲ୍‍ଡରକୁ ଏକାଠି ଆଣିଛି। ଏହା ଏଜେନ୍‍ସି ଫ୍ରାନ୍‍କାଇସ୍‍ ଡି ଡେଭଲପମେଂଟ ଓ ଶକ୍ତି ସଷ୍ଟେନେବଲ୍‍ ଏନର୍ଜି ଫାଉଣ୍ଡେସନ ସହିତ ସହଭାଗୀତା ସ୍ଥାପନ କରିଛି ଓ ଏହି ଜ୍ଞାନ ସିରିଜ୍‍ ଉତମ ଅଭ୍ୟାସର ଅନୁପାଳନ ଦିଗରେ ସହାୟତା ପ୍ରଦାନ କରିବା ଜାରି ରଖିବ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories