BJD Bijuli 480×75 Mob

ଘାସ ମରା ବିଷ ପିଇ ମହିଳାଙ୍କ ମୃତ

BJD Bijuli 480×75 Mob
ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଭୋଳବେଡା ଗ୍ରାମ କାଶି ସାହି ର ତୁଷୁରି ତିରିଆ (୫୦) ନାମ୍ନୀ ଜଣେ ମହିଳା ଗତକାଲି ସନ୍ଧ୍ୟାରେ ସ୍ଵାମୀଙ୍କ ସହ ଝଗଡା କରି ଘରେ ଥିବା ଘାସ ମରା ବିଷ ପିଇ ଦେଇଥିଲେ। ତାଙ୍କୁ ପ୍ରଥମେ ପାଟଣା ଡାକ୍ତରଖାନା ଓ ସେଠାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆ ଯାଇ ଚିକିତ୍ସା କରାଯାଉଥିଲା।  ଚିକିତ୍ସା ଧିନ ଅବସ୍ଥାରେ ଆଜି ସକାଳ ସାଢେ଼ ୭ଟା ସମୟରେ ତୁଷୁରି ପ୍ରାଣ ହରାଇଛନ୍ତି। ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଇଶୂର ଚନ୍ଦ୍ରପ୍ରଧାନ ଆଜି କେନ୍ଦୁଝର ଯାଇ ଶବ ବ୍ୟବଚ୍ଛେଦ କରାଇଛନ୍ତି।

Comments are closed.