www.samajalive.in
Wednesday, December 10, 2025
14.1 C
Bhubaneswar

୩ ବର୍ଷରେ ହେବ ୪୦୦ ନୂଆ ବନ୍ଦେଭାରତ ଏକ୍ସପ୍ରେସ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ: ଦେଶରେ ସୁଦୃଢ଼ ହେବ ଗମନାଗମନ ସୁବିଧା । ଗମନାଗମନ କ୍ଷେତ୍ରକୁ ନେଇ ଆରମ୍ଭ ହେବ ପିଏମ୍‍ ଗତିଶକ୍ତି । ଆକାଶପଥ, ଜଳପଥ, ରେଳପଥ ଓ ସଡ଼କପଥରେ ଯାତାୟାତ ପାଇଁ ପିଏମ୍‍ ଗତିଶକ୍ତି ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ଦ୍ୱାରା ଯାତ୍ରୀମାନେ ଯାତ୍ରାକରିବାର ସୁବିଧା ପାଇପାରିବେ । ମାତ୍ର ୩ ବର୍ଷରେ ୪୦୦ ନୂଆ ବନ୍ଦେଭାରତ ଏକ୍ସପ୍ରେସ କାର୍ଯ୍ୟକ୍ଷମ କରାଯିବା ନେଇ କୁହାଯାଇଛି । ତାହା ସହ ୨୦୨୨-୨୩ ମଧ୍ୟରେ ୨୫ ହଜାର କିମି ହାଇୱେ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଯାହା ଦ୍ୱରା ଯାତାୟାତରେ ସୁବିଧା ହୋଇପାରିବ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories