www.samajalive.in
Friday, December 12, 2025
14.1 C
Bhubaneswar

ଅବିଶ୍ୱସନୀୟ କାରନାମା: ଘନ ବରଫ ଭିତରେ ଗୋଟିଏ ହାତରେ ପୁସ୍‌ ଅପ୍‌ ମାରୁଛନ୍ତି ଭାରତୀୟ ଯବାନ୍‌ -ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ – ଦେଶର ସୀମା ସୁରକ୍ଷାରେ ଅହରହ ନିୟୋଜିତ ରହିଛନ୍ତି ଆର ବୀର ଯବାନ । ରାଜସ୍ଥାନ ଥର ମରୁଭୂମିର ଉତ୍ତପ୍ତ ବାଲୁକା ରାଶି ହେଉ କି ହିମାଳୟର ହିମ ଖଣ୍ଡର ବିଯୁକ୍ତାତ୍ମକ ତାପମାତ୍ରା । ସଦା ସର୍ବଦା ଦେଶର ସୁରକ୍ଷା ପାଇଁ ଏମାନେ ପର୍ବତ ପର ଅଟଳ ରହି ଦେଶର ସୁରକ୍ଷା କରି ଥାଆନ୍ତି ।

କାଶ୍ମୀରର ପ୍ରବଳ ତୁଷାରପାତ ଭିତରେ ବିଏସ୍‌ଏଫ୍‌ର ଯବାନମାନେ ଦେଶର ସୁରକ୍ଷା ସହ ବରଫ ଭିତରେ ପୁସ୍‌ଅପ୍‌ ମାରୁଥିବାର ଭିଡିଓ ଭାଇରାଲ୍‌ ହୋଇଛି । ଏହି ପରିବେଶରେ ପାଣି ସାଙ୍ଗେ ସାଙ୍ଗେ ବରଫ ହୋଇଯାଏ । ଏହି ପରିବେଶ ବିତରେ ଦେଶର ସୁରକ୍ଷା ପାଇଁ ସଦା ସର୍ବଦା ଏମାନେ ସଜାଗ ହୋଇ ରହିଥାଆନ୍ତି ।

- Advertisement -

ଏବେ ବିଭିନ୍ନ ସାମାଜାକ ଗଣାମାଧ୍ୟମରେ ବିଏସ୍‌ଏଫ୍‌ର ଯବାନମାନେ ପୁସ୍‌ଅପ୍‌ କରୁଥିବାର ଭିଡିଓ ଭାଇରାଲ୍‌ ହୋଇଛି । ଲୋକମାନେ ଏହାର ପ୍ରଶଂସା କରିଛନ୍ତି। ଅନେକ ମାତ୍ରାରେ ଲୋକମାନେ ଏହାକୁ ଲାଇକ୍‌ ଏବଂ ସେୟାର ମଧ୍ୟ କରୁଛନ୍ତି ।

ଘନ ଆଚ୍ଛାଦିତ ବରଫ ମଧ୍ୟରେ ପ୍ରତିକୂଳ ପରିବେଶରେ ଏମାନଙ୍କ ଏହି ଭିଡିଓ ବେଶ୍‌ ପ୍ରେରଣାଦାୟୀ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories