ଭୁବନେଶ୍ବର: ଯାଜପୁର ୨୯ ନମ୍ବର ଜିଲା ପରିଷଦ ବିଜେପି ପ୍ରାର୍ଥୀ ଭାସ୍କର ଜେନା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ସୂଚନା ମିଳିଛି। ସ୍ବାସ୍ଥ୍ୟଗତ କାରଣରୁ ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ଜଣାପଡ଼ିଛି। ଯାଜପୁର ୨୯ ନମ୍ବର ଜିଲା ପରିଷଦ ବିଜେପି ପ୍ରାର୍ଥୀ ଭାସ୍କର ଜେନା ସ୍ବାସ୍ଥ୍ୟଗତ କାରଣରୁ ନାମାଙ୍କନପତ୍ର ପ୍ରତ୍ୟାହାର କରିଛନ୍ତି ବୋଲି ଯାଜପୁର ଉପଜିଲାପାଳ ସୁବ୍ରତ ମହାପାତ୍ର ସୂଚନା ଦେଇଛନ୍ତି।
Popular Categories



