www.samajalive.in
Monday, December 8, 2025
13.1 C
Bhubaneswar

ପରିବେଶ ସୁରକ୍ଷା ; ଗଣେଶ ମୂର୍ତ୍ତୀ ବିସର୍ଜନ ପାଇଁ ତିଆରି ହେଲା ତିନୋଟି କୃତ୍ରିମ ଜଳାଶୟ

ଭୁବନେଶ୍ୱର . – ଗଣେଶ ପୂଜା ପରେ ବିଭିନ୍ନ ନଦୀ ଓ ଜଲାଶୟରେ ମୂର୍ତ୍ତୀ ବିସର୍ଜନ କରାଯାଇଥାଏ । ମୂର୍ତ୍ତୀରେ ବ୍ୟବହାର କରାଯାଉଥିବା ବିଭିନ୍ନ ଦ୍ରବ୍ୟ ଓ ରଙ୍ଗ ଯୋଗୁଁ ପରିବେଶ ପ୍ରଦୂଷିତ ହୋଇଥାଏ । ଚଳିତ ବର୍ଷ ମୂର୍ତ୍ତୀ ବିସର୍ଜନ ସମୟରେ ପ୍ରଦୂଷଣକୁ କମ୍‌ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ତିନୋଟି ସ୍ୱତନ୍ତ୍ର ଜଳାଶୟ ନିର୍ମାଣ କରିଛନ୍ତି । ନଦୀର ଲୋକମାନେ ମୂର୍ତ୍ତୀ ବିସର୍ଜନ  ନ କରି ଏଠାରେ ବିସର୍ଜନ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଛି । କୂଆଖାଇ ଓ ଦୟା ନଦୀ ନିକଟରେ ଏହି ଜଳାଶୟ ନିର୍ମାଣ କରାଯାଇଛି । କୂଆଖାଇର ପାଣ୍ଡେରା ଓ ଦୟା ନଦୀର ଲିଙ୍ଗିପୁର ନିକଟରେ ଏହି ଜଳାଶୟ ନିର୍ମାଣ କରାଯାଇଛି ।

ଏହାକୁ ଅନେକ ପରିବେଶ୍‌ବିତ୍‌ ସ୍ୱାଗତ କରିଛନ୍ତି । ଏହା ଦ୍ୱାରା ନଦୀର ଜଳକୁ ପ୍ରଦୂଷିତ ହେବାରୁ ରକ୍ଷା କରାଯାଇ ପାରିବ ବୋଲି ସେମାନେ ମତ ବ୍ୟକ୍ତି କରିଛନ୍ତି ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories