www.samajalive.in
Sunday, December 14, 2025
23.1 C
Bhubaneswar

ବଡ଼ଦିନ ପାଇଁ ସର୍ବବୃହତ୍ ସାନ୍ତାକ୍ଲଜ

ପୁରୀ: ବଡ଼ଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ବର ସର୍ବବୃହତ ବାଲୁକା ସାନ୍ତାକ୍ଲଜ ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହାର ଲମ୍ବ ୫୦ଫୁଟ ଏବଂ ଚଉଡ଼ା ୨୮ଫୁଟ। ସାନ୍ତାକ୍ଲଜ ନିର୍ମାଣ ପାଇଁ ସୁଦର୍ଶନଙ୍କ ସମେତ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ପ୍ରତିଷ୍ଠାନ ଛାତ୍ରଛାତ୍ରୀଙ୍କୁ ୨ଦିନ ସମୟ ଲାଗିଥିଲା। ସାନ୍ତାକ୍ଲଜରେ ପ୍ରାୟ ୫ହଜାର ନାଲି ଗୋଲାପ ଫୁଲ ସମେତ ଧଳାଫୁଲ ବ୍ୟବହାର କରାଯାଇଛି।

ଏହା ବିଶ୍ବର ସର୍ବବୃହତ ବାଲୁକା ସାନ୍ତାକ୍ଲଜ ବୋଲି ସୁଦର୍ଶନ ଗଣମାଧ୍ୟମକୁ କହିଛନ୍ତି। ବିଶ୍ବକୁ କରୋନାମୁକ୍ତ କରିବା ପାଇଁ ସାନ୍ତାକ୍ଲଜ ମାଧ୍ୟମରେ ବାର୍ତ୍ତା ଦିଆଯାଇଛି। ବାଲୁକା ସାନ୍ତାକ୍ଲଜ ଦେଖିବାକୁ ବେଳାଭୂମିରେ ସ୍ଥାନୀୟ ଅଧିବାସୀଙ୍କ ସମେତ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories