www.samajalive.in
Saturday, December 13, 2025
18.1 C
Bhubaneswar

ଏଇ କେତୋଟି ପ୍ରଶ୍ନ ନିଜକୁ ପଚାରିବେ ଏବଂ ଉତ୍ତର ହିଁ ଜୀବନ ପ୍ରତି ବାଟ କଢାଇଆଣିବ-ଦୂରେଇଯିବ ଅବସାଦ

ଚଲାବାଟ ଯେମିତି ସଳଖ କି ଖାଲ-ଢିପ ମୁକ୍ତ ହୋଇନଥାଏ, ଜୀବନ ବି ବହୁ ଉତ୍‌ଥାନ-ପତନ, ସୁଖ-ଦୁଃଖର ସମୟ ଦେଇ ଗତି କରେ। ତେବେ ପ୍ରତିକୂଳ ସମୟରେ ଅନେକେ ନିଜକୁ ସମ୍ଭାଳି ନପାରି ଅବସାଦଗ୍ରସ୍ତ ହୋଇଯାଉଥିବା ଦେଖାଯାଏ। ଏହା କିନ୍ତୁ ସମସ୍ୟାର ସମାଧାନ ନୁହେଁ। କେବଳ ସାଧାରଣ ଲୋକ ନୁହନ୍ତି, ସେଲିବ୍ରିଟିମାନେ ବି ବିଭିନ୍ନ ସମୟରେ ଅବସାଦର ଶିକାର ହୋଇଥା’ନ୍ତି। ନିକଟରେ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ହାସଲ କରିଥିବା ହରନାଜ୍ ସିନ୍ଧୁ ମଧ୍ୟ ଅବସାଦଗ୍ରସ୍ତ ହୋଇଥିବା ସ୍ବୀକାର କରିଛନ୍ତି। ଏକ ସମୟରେ ସେ ଖୁବ୍ ପତଳା ଥିଲେ। ତେଣୁ ତାଙ୍କୁ ‘ବଡି ଶେମିଂ’ର ଶିକାର ହେବାକୁ ପଡିଥିଲା।

ପବନକୁ ଗଲେ ଉଡିଯିବ, ଖାଇବାକୁ ମିଳୁନି ବୋଲି ଲୋକେ ମନ୍ତବ୍ୟ ଦେଉଥିଲେ। ତେବେ ଯୋଗ ଏବଂ ବ୍ୟାୟାମ ଦ୍ବାରା ସେ ଏଥିରୁ ମୁକୁଳି ପାରିଲେ ଏବଂ ଏବେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ଅବସାଦ କେବଳ ସାମୟିକ, ଏହାକୁ ପରାଜିତ କରି ଜୀବନକୁ ଭଲପାଇବାକୁ ହେବ। ଯଦି କେ​‌େ​‌ବ ଅବସାଦ ଅନୁଭବ କରନ୍ତି, ଏଇ କେତୋଟି ପ୍ରଶ୍ନ ନିଜକୁ ପଚାରିବେ ଏବଂ ଉତ୍ତର ହିଁ ଜୀବନ ପ୍ରତି ବାଟ କଢାଇଆଣିବ।

- Advertisement -

u ଯେଉଁ ଚିନ୍ତାରେ ଘାରି ହେଉଛନ୍ତି, ତାହା କ’ଣ ଏତେ ଗୁରୁତ୍ବପୂର୍ଣ୍ଣ?

u ଏହି ସ୍ଥିତିରୁ ମୁକୁଳିବା ପାଇଁ ଆଉ କ’ଣ ଉପକାରୀ ବିକଳ୍ପ ହୋଇପାରେ?

u ଏଭଳି ଚିନ୍ତା ନିଜ ମାନସିକ ସ୍ବାସ୍ଥ୍ୟଠାରୁ ଅଧିକ

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories