www.samajalive.in
Monday, December 8, 2025
24.1 C
Bhubaneswar

ବିମାନରେ ଦିଆଯାଇଥିବା କାଜୁ କୁକୁର ଖାଇବ ନାହିଁ: ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ : ଶ୍ରୀଲଙ୍କାର ଜାତୀୟ ବିମାନ ସେବାରେ ବିମାନ ଯାତ୍ରୀଙ୍କୁ ଦିଆଯାଉଥିବା କାଜୁ ଖାଇବା ଯୋଗ୍ୟ ନୁହେଁ ବୋଲି ଦେଶର ରାଷ୍ଟ୍ରପତି ମୈତ୍ରିପାଳ ସିରିସେନାଙ୍କ ମନ୍ତବ୍ୟ ପରେ କର୍ତ୍ତୃପକ୍ଷ ଏହାକୁ ତୁରନ୍ତ ବନ୍ଦ କରିଦେଇଛନ୍ତି। ସୋମବାର ସିରିସେନା କହିଥିଲେ ଯେ ‘ମୁଁ କାଠମାଣ୍ଡୁରୁ ବିମାନରେ ଫେରୁଥିବାବେଳେ ଯେଉଁ କାଜୁ ଦିଆଯାଇଥିଲା ତାହା ଏତେ ନିମ୍ନ ମାନର ଥିଲା ଯେ କୁକୁର ବି ଖାଇବ ନାହିଁ। ଏହି କାଜୁ କିଣିବା ପାଇଁ କିଏ ଅନୁମତି ଦେଇଥିଲା ତାହା ମୁଁ ଜାଣିବାକୁ ଚାହୁଁଛି।’ ରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟ ପରେ ବୁଧବାର ସମ୍ପୃକ୍ତ କାଜୁ ଯୋଗାଇଥିବା ଦୁବାଇ ସଂସ୍ଥାକୁ ହଟାଇ ଦିଆଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories