www.samajalive.in
Monday, December 8, 2025
24.1 C
Bhubaneswar

ଦଳରେ ସ୍ଥାନ ପାଇଲେନି ମାକ୍ସୱେଲ : ପଣ୍ଟିଂଗ, ଲିମେନ କ୍ଷୁବ୍ଧ

ସିଡନୀ : ଅକ୍ଟୋବର ୦୭ ତାରିଖରୁ ଅଷ୍ଟ୍ରେଲିଆ ଦଳ ପାକିସ୍ତାନ ବିପକ୍ଷରେ ୨ଟି ଟେଷ୍ଟ ମ୍ୟାଚ ଖେଳିବ। ଏହି ମ୍ୟାଚ ଦୁବାଇରେ ଅନୁଷ୍ଠିିତ ହେବ। ଏଥିପାଇଁ ଅଷ୍ଟ୍ରେଲିଆ ଟେଷ୍ଟ ଦଳରେ ୫ଜଣ ନୂଆ ଖେଳାଳୀଙ୍କ ନାମ ସ୍ଥାନ ପାଇଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଉଛି ଦଳରେ ଗ୍ଲେନ ମାକ୍ସୱେଲଙ୍କୁ ସ୍ଥାନ ମିଳିନାହିଁ। ଯାହାକୁ ନେଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବତନ ପ୍ରଶିକ୍ଷକ ଡେରେନ ଲିମେନ ଏବଂ ପୂର୍ବତନ ଅଧିନାୟକ ରିକି ପଣ୍ଟିଂଗ କ୍ଷୁବ୍ଧ ହୋଇଛନ୍ତି। ସେମାନେ କହିଛନ୍ତି ମାକ୍ସୱେଲଙ୍କ ଭଳି ଅଲରାଉଣ୍ଡରଙ୍କୁ ଦଳରେ ସ୍ଥାନ ନମିଳିବା ଦଳପାଇ ଏକ ଦୁଃଖଦ ଖବର । କାରଣ ମାକ୍ସୱେଲ ଏଭଳି ଏକ ଖେଳାଳୀ ଯିଏକି କେଉଁ ମୂହୁର୍ତ୍ତରେ ଖେଳକୁ ନିଜ ଆୟତକୁ ଆଣିବାର କ୍ଷମତା ରଖିଥାନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories