www.samajalive.in
Sunday, December 14, 2025
26.1 C
Bhubaneswar

ସାପ କାମୁଡ଼ାରେ ଜଣେ ମୃତ ଓ ଜଣେ ଗୁରୁତର

ବାଲେଶ୍ୱର : ଖଇରା ବ୍ଲକ ଜେମାଦେଇ ପାଟଣା ଗ୍ରାମରେ ସାପ କାମୁଡ଼ାରେ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ , ପ୍ରହ୍ଲାଦ ଦୃଷ୍ଟିଙ୍କ ପରିବାର ଶୋଇଥିବା ବେଳେ ଭୋର ସମୟରେ ତାଙ୍କ ବଡ଼ପୁଅ ପ୍ରଶାନ୍ତର ଚିତ୍କାର ଶୁଣିଲେ। ତା ପାଟିରୁ ଲାଳ ବାହାରୁ ଥିବାର ଦେଖି ବାଇକ୍‍ରେ ଭଦ୍ରକ ମେଡ଼ିକାଲକୁ ନେଇଥିଲେ। ମାତ୍ର ସେଠାରେ ତାର ମୃତ୍ୟୁ ହୋଇଥିଲା। ବଡ଼ ପୁଅର ମୃତ୍ୟୁ ପରେ ସାନ ପୁଅର ପାଟିରୁ ଲାଳ ବାହାରିବାରୁ ତାକୁ ଖଇରା ମେଡ଼ିକାଲକୁ ଆଣିଥିଲେ । ସେଠାରୁ ତାକୁ ଭଦ୍ରକୁ ପଠାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାକୁ କଟକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାଟି ସଂପୃକ୍ତ ଅଞ୍ଚଳରେ ଦଃଖଦ ପରିସ୍ଥିତି ସୃଷ୍ଟି କରିଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories