www.samajalive.in
Saturday, December 6, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ ; ଆଠ ଘଣ୍ଟା ଧରି ପଚରାଉଚରା ପରେ ଇଡି ପକ୍ଷରୁ କାର୍ଯ୍ୟାନୁଷ୍ଠାନ

ଇଡି ଦ୍ବାରା ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଆଜି ଡାକ୍ତରୀ ପରୀକ୍ଷା ପରେ କୋର୍ଟରେ ହାଜର କରାଯିବ

- Advertisement -

ଆଜି କୁଚିଣ୍ଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବଣ୍ଟନ କରିବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ

ଟି-୨୦ ବିଶ୍ବକପ୍‌ କ୍ରିକେଟ : ଆଜି ଦକ୍ଷିଣ ଆଫିକ୍ରା-ବାଂଲାଦେଶ ଓ ପାକିସ୍ତାନ-ନାମିବ୍ୟା ମୁକାବିଲା

ଭାରତ ଜନ୍ମିତ ଭେଙ୍କଟ ବାର୍କଲେଜର ବିଶ୍ୱ ସିଇଓ; ପାଇବେ ୩.୬୯ ନିୟୁତ ଡଲାର ମୂଳ ବେତନ ସହିତ ଆର୍ଥିକ ପ୍ରୋତ୍ସାହନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ

ରାଜ୍ୟରେ ଚିହ୍ନଟ ହେଲେ ୩୨୭ ନୂଆ ଆକ୍ରାନ୍ତ

ସଂଗରୋଧରୁ ୧୯୧ ଓ ସ୍ଥାନୀୟ ସଂକ୍ରମିତ ୧୩୬
ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୪୪ ଜଣ

ଭଦ୍ରକରୁ ୮, ବଲାଙ୍ଗିର ୫, ବଉଦ ୧, କଟକ ୨୯, ଢେଙ୍କାନାଳ ୧, ଗଞ୍ଜାମ ୪, ଜଗତସିଂହପୁର ୭, ଯାଜପୁରରେ ୯ ଜଣ ଚିହ୍ନଟ

ଝାରସୁଗୁଡାରେ ୨, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୧୭୭, କୋରାପୁଟ ୩, ମୟୁରଭଞ୍ଜ ୧୩, ନୟାଗଡ ୩, ନୂଆପଡା ୨, ପୁରୀ ୬ ଓ ସମ୍ବଲପୁରରେ ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ସୁନ୍ଦରଗଡରେ ୪ ଓ ଷ୍ଟେଟପୁଲରୁ ୪୨ ଜଣଙ୍କୁ ଚିହ୍ନଟ କରାଯାଇଛି

ଦିନକ ମଧ୍ୟରେ ୪୩୮ ଜଣ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୪୧୨୨ ଜଣ ସକି୍ରୟ କରୋନା ରୋଗୀ ରହିଛନ୍ତି

ଦେଶରେ ନୂଆ ୧୦,୪୨୩ କରୋନା ରୋଗୀ, ୪୪୩ ମୃତ

ଦିନକ ମଧ୍ୟରେ ୧୫,୦୨୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୩୬,୮୩,୫୮୧ ଜଣ ସୁସ୍ଥ ହୋଇସାରିଲେଣି

ଏଥିସହିତ ମୃତ୍ୟୁସଂଖ୍ୟା ୪,୫୮,୮୮୦କୁ ବୃଦ୍ଧିପାଇଛି

ସୋମବାର ସଂଧ୍ୟା ସୁଦ୍ଧା ଦେଶରେ ୧,୦୬,୮୫,୭୧,୮୭୯ ପାନ କୋଭିଡ ଟିକା ଦିଆଯାଇଛି

ଭାରତରୁ ପଣ୍ୟସାମଗ୍ରୀ ରପ୍ତାନି ୪୨.୩୩% ବୃଦ୍ଧି; ବାଣିଜ୍ୟ ନିଅଣ୍ଟ ୧୯.୯ ବିଲିଅନ ଡଲାରକୁ ହ୍ରାସ

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories