www.samajalive.in
Saturday, December 6, 2025
15.1 C
Bhubaneswar

ମମିତାଙ୍କ ଘରେ ପହଁଚିଲେ କଂଗ୍ରେସ ନେତା

ଟିଟିଲାଗଡ : ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟାକ୍ଷା ମମିତା ମେହେରଙ୍କ ହତ୍ୟା ପରେ ତାଙ୍କ ଗାଁ ଝରନିକୁ ଆଜି କଂଗ୍ରେସ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରଣଦୀପ ସିଂ ସୁର୍ଜେ୍ୱାଲା, ରାଜ୍ୟ କଂଗ୍ରେସ ପ୍ରଭାରୀ ଡ଼ ଚେଲା କୁମାର, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ହେଲିକେପ୍ଟର ଯୋଗେ କଣ୍ଟାବାଞ୍ଜି ଠାରେ ଓହ୍ଲାଇ ଝରନି ଗାଁ ଅଭିମୁଖେ ଯାଇଛନ୍ତି।  ଝରନିରେ ମୃତାଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରି ସାନ୍ତ୍ୱନା ଦେଇଛନ୍ତି । ତୁରକେଲା ଥାନା ଅନ୍ତର୍ଗତ ଝରନି ଗ୍ରାମର ମମିତାଙ୍କ ମୃତଦେହ ଖେଳ ପଡିଆରୁ ଉଦ୍ଧାର କରାଯାଇଥିଲା।  ଉକ୍ତ ଘଟଣାରେ ମହାଲିଙ୍ଗ ସ୍କୁଲ ମାଲିକ ଗୋବିନ୍ଦ ଗିରଫ ହୋଇ ଏବେ ଜେଲରେ ରହିଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories