www.samajalive.in
Saturday, December 13, 2025
26.1 C
Bhubaneswar

ଜାଣନ୍ତୁ ,କେଉଁ ପ୍ରକାରର ହାତୀର ମୂର୍ତ୍ତି ଦେଇଥାଏ ଶୁଭ ଫଳ

ବହୁ ଲୋକଙ୍କ ଘରେ ଏବଂ କାର୍ଯ୍ୟାଳୟରେ ହାତୀର ମୂର୍ତ୍ତି ରଖିବା ପାଇଁ କୁହାଯାଇଥାଏ। ଏହା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ। ଘରର ମୁଖ୍ୟ ଦ୍ୱାରରେ ହାତୀର ଫଟୋ କିମ୍ବା ମୂର୍ତ୍ତି ରଖିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏପରି କଲେ ପରିବାରରେ ସୁଖଶାନ୍ତି ଓ ସଦସ୍ୟ ମାନଙ୍କ ଭିତରେ ସୁସଂପର୍କ ରହିଥାଏ।

ହାତୀର କେଉଁ ପ୍ରକାରର ମୂର୍ତ୍ତି ରଖିବା ଉଚିତ ଓ ତାହାର ବି ପ୍ରଭାବ ପଡ଼ିଥାଏ ଆସନ୍ତୁ ଜାଣିବା ….

- Advertisement -

ମାନ୍ୟତା ରହିଛି ଯେଉଁ ମୂ୍‍ର୍ତ୍ତିରେ ହାତୀର ଶୁଣ୍ଢ ତଳକୁ ହୋଇ ରହିଥାଏ ,ତାହାକୁ ରଖିଲେ ପରିବାରରେ ସୁଖଶାନ୍ତି ଲାଗି ରହେ ଏବଂ ଶୁଣ୍ଢ ଉପରକୁ ହୋଇଥିଲେ ଗୃହରେ ଧନର ବୃଦ୍ଧି ହୋଇଥାଏ।

ଶୋଇବା ଘରେ ମଧ୍ୟ ହାତୀର ଫଟୋ ବା ମୂର୍ତ୍ତି ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ଓ କଳହ ହୋଇନଥାଏ।

ଗୃହରେ ଛୁଆ ହାତୀର ଫଟୋ ଲଗାଇଲେ ଏହାର ବହୁ ଉତ୍ତମ ପ୍ରଭାବ ପିଲା ମାନଙ୍କ ଉପରେ ପଡ଼ିଥାଏ। ସେମାନେ ଆଜ୍ଞାକାରୀ , ସଂସ୍କାରୀ ଓ ଉତ୍ତମ ସ୍ୱଭାବର ହୁଅନ୍ତି। ପାଠ ପଢାରେ ମଧ୍ୟ ଆଶାନୁରୂପକ ଫଳ ପାଇଥାଆନ୍ତି।

ଉତ୍ତର ଦିଗରେ ହାତୀର ଫଟୋ ଲଗାଇଲେ କର୍ମ କ୍ଷେତ୍ରରେ ଖୁବ ଶୁଭ ଫଳ ମିଳିଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories