www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ଵ ମୈତ୍ରୀ କ୍ରିକେଟ ପ୍ରତିଯୋଗିତା : ବ୍ରଦର୍ସ ଏକାଦଶ ଶାଳପଡା ବିଜେତା

ପାଟଣା :  ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେ଼ଇର ବିଶ୍ଵମୈତ୍ରୀ କ୍ଲବ ପକ୍ଷରୁ ଅନୁଷ୍ଠିତ ୨୪ ତମ ନକଆଉଟ କ୍ରିକେଟ ପ୍ରତିଯୋଗିତାରେ ତୁରୁମୁଙ୍ଗା ଏକାଦଶକୁ ପରାସ୍ତ କରି ଶାଳପଡ଼ାର ପ୍ରଦର୍ସ ଏକାଦଶ ଚମ୍ପିୟାନ ହୋଇଛି । ପ୍ରତିଯୋଗିତାରେ ୫ଟି ଜିଲ୍ଲାରୁ ବଛା ବଛା ୧୬ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ ଚମ୍ପିୟନ ଶାଳପଡା ଦଳକୁ ଟ୍ରଫି ସହ ୧୭ ହଜାର ଟଙ୍କାର ଚେକ ଓ ରନର୍ସ ଅପ ତୁରୁମୁଙ୍ଗା ଦଳକୁ ସାନ ଟ୍ରଫି ସହ ୧୩ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚନ୍ଦ୍ର ନାଏକ, ଶିବନାଥ ପ୍ରଧାନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। କ୍ଲବର ସଭାପତି ସୁନୀଲ ପାତ୍ର,  ସମ୍ପାଦକ ସୁଜିତ ମହାନ୍ତ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ।  ଅମ୍ପାୟାର ଭାବେ ସୌମ୍ୟ ରଞ୍ଜନ ରଣା ଓ ସୁଶାନ୍ତ କୁମାର ପଣ୍ଡା ଏବଂ ଧାରା ବିବରଣୀରେ ଅରୁଣ କୁମାର ମହାନ୍ତ ସ୍ଵଦାୟିତ୍ଵ ସମ୍ପାଦନା କରିଥିଲେ ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories