www.samajalive.in
Tuesday, December 9, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ବିଶ୍ଵକର୍ମା ପୂଜା ପାଳିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଥିବା ଉନ୍ନୟନ ଓ ରକ୍ଷଣ ବେକ୍ଷଣ ବିଭାଗ ପକ୍ଷରୁ ଆଜି ବିଶ୍ଵକର୍ମା ପୂଜା ପାଳନ କରାଯାଇଥିଲା। ଏହି ଅବସରରେ ଦୈନନ୍ଦିନ ବ୍ୟବହାର ହେଉଥିବା ବିଭିନ୍ନ ଯନ୍ତ୍ରପାତିକୁ ପୂଜାର୍ଚ୍ଚନା କରାଯାଇଥିଲା। ପୁରୋହିତ ଭାବେ କୃପାସିନ୍ଧୁ ପାଢ଼ୀ ଓ କର୍ତ୍ତା ଭାବେ ଦୀନବନ୍ଧୁ ପାତ୍ର ନିତିକାନ୍ତି ଭାବେ ପୂଜାର୍ଚ୍ଚନାର ଦାୟିତ୍ଵ ତୁଲାଇଥିଲେ। ପୁଷ୍ପାଞ୍ଜଳି ବେଳେ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି, ଉପ କୁଳସଚିବ ଡ଼ଃ.ବାବୁଜୀ ସାମଲ, ସହ କୁଳସଚିବ ଡ଼ଃ ସରୋଜ କୁମାର ଦାଶ, ଡି ଓ ସୁଶାନ୍ତ କୁମାର ଗନ୍ତାୟତ, ପି ଏଚ୍ ଡି କନିଷ୍ଠ ଯନ୍ତ୍ରୀ ସରୋଜିନୀ କର, ଇଲେକ୍ଟ୍ରିକାଲ ଯନ୍ତ୍ରୀ ଉତ୍ପଳ କୁମାର ଆଚାର୍ଯ୍ୟ, ସିଭିଲ ଯନ୍ତ୍ରୀ ସୁଶାନ୍ତ କୁମାର ମାହାବରା, ବିଶ୍ବ ବିହାରୀ ବିଷୋୟୀ, ରମେଶ ପଟନାୟକ, କୃଷ୍ଣ ଚନ୍ଦ୍ର ପାତ୍ର, ଶଙ୍କର ରେଡ୍ଡୀ, ଏମ୍.ମଧୁ, ନରେଶ ପାତ୍ର, କୁରେଶ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories