www.samajalive.in
Tuesday, December 9, 2025
16.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର

ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ-ତାଳଚେର ରେଳପଥରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ: ୧୨ଟି ଟ୍ରେନ ବାତିଲ

- Advertisement -

ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଖୋର୍ଦ୍ଧା ଜିଲାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କଟକ ଓ ପୁରୀ ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି

ଆମେ ଏବେ କରୋନାର ତୃତୀୟ ଲହର ଆରମ୍ଭ ସ୍ଥିତିରେ ରହିଛୁ: ପିଜିଆଇଏମଇଆର ନିର୍ଦ୍ଦେଶକ

ଦିନକରେ ରାଜ୍ୟରେ ଚିହ୍ନଟ ହେଲେ ୪୨୮ ନୂଆ କରୋନା ଆକ୍ରାନ୍ତ

ସଂଗରୋଧରୁ ୨୫୨ ଓ ସ୍ଥାନୀୟ ସଂକ୍ରମିତ ୧୭୬

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୫୫ ଜଣ

ଅନୁଗୁଳ ଜିଲାରେ ୫, ବାଲେଶ୍ୱର ୧୮, ବରଗଡ ୩, ଭଦ୍ରକ ୧୦ ଓ କଟକରେ ୪୬ ଜଣ ଚିହ୍ନଟ

ଢେଙ୍କାନାଳ ଜିଲାରେ ୩, ଗଞ୍ଜାମ ୪, ଜଗତସିଂହପୁର ୨୦, ଯାଜପୁର ୨୧ ଓ କେନ୍ଦ୍ରାପଡାରେ ୬ ଜଣ ଚିହ୍ନଟ

କେନ୍ଦୁଝରରେ ୧, ଖୋର୍ଦ୍ଧା ୧୭୯, ମାଲକାନଗିରି ୧, ମୟୁରଭଞ୍ଜ ୧୮, ନୟାଗଡରେ ୮ ଚିହ୍ନଟ ହୋଇଛନ୍ତି

ନୂଆପଡାରେ ୪, ପୁରୀ ୧୫, ରାୟଗଡାରେ ୪ ଜଣ ଚିହ୍ନଟ

ସମ୍ବଲପୁରରେ ୯, ସୁନ୍ଦରଗଡ ୬, ଷ୍ଟେଟପୁଲରରୁ ୪୨ ଜଣ ଚିହ୍ନଟ ହୋଇଛନ୍ତି

ଦିନକରେ ୬୮୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ସଂପ୍ରତି ରାଜ୍ୟରେ ୬୨୯୦ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦେଶରେ ୨୪ ଘଣ୍ଟାରେ ୨୫,୪୦୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ସେହି ସମୟ ମଧ୍ୟରେ ଦେଶରେ ୩୭,୧୨୭ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି

କରୋନାରୁ ଆରୋଗ୍ୟ ହାର ୯୭.୫୮% ରହିଛି

ସୋମବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୭୫.୨୨ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି

ବର୍ଷାଜନିତ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ

କୋଟିପତି ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢାଉ

୧୦ ଦିନରେ ୧୩ ହରର୍‍ ଚଳଚ୍ଚିତ୍ର ଦେଖ, ୯୫ହଜାର ଟଙ୍କା ନିଅ

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories