www.samajalive.in
Sunday, December 14, 2025
15.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର

ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬ କରୋନା ଆକ୍ରାନ୍ତ ; ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୦୪

ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମ ଲେଖା ତାଲିକା ପ୍ରକାଶ, ୪ ଲକ୍ଷ ୩୫ ହଜାର ୯୨ ଜଣ

- Advertisement -

ଆବେଦନକାରୀଙ୍କ ମଧ୍ୟରୁ ୩ ଲକ୍ଷ ୬ ହଜାର ୪୬୪ ଜଣ ମନୋନୀତ

ପ୍ରଥମ ପର୍ଯ୍ୟାୟରେ କଳାରେ ୨ ଲକ୍ଷ ୪୭ ହଜାର ୯୦୬, ବିଜ୍ଞାନରେ ୧ ଲକ୍ଷ ୭ ହଜାର ୩୭ ଓ ବାଣିଜ୍ୟରେ ୨୪ ହଜାର ୫୬୦ ଜଣ ନାମ ଲେଖାଇବା ପାଇଁ ମନୋନୀତ

ପ୍ରଥମ ପର୍ଯ୍ୟାୟ +୨ ନାମଲେଖା ତାଲିକାରେ ରେଭେନ୍ସା ଜୁନିଅର କଲେଜ ଆଗରେ: କଳା ୭୯.୩୧%, ବିଜ୍ଞାନ ୯୧.୩୩% ଓ ବାଣିଜ୍ୟ ୮୨%

ରାଜ୍ୟରେ ବର୍ଷା ବିତ୍ପାତ, ଅନେକ ସ୍ଥାନରେ ଜଳବନ୍ଦୀ: ପୁରୀ ଜିଲ୍ଲାରେ ରେକର୍ଡ ବର୍ଷା – ଅସ୍ତରଂଗରେ ୫୩୦ ମି.ମି ଓ କାକଟପୁରର ୫୨୫ ମି.ମି

ବର୍ଷା ପରିମାଣ: ପୁରୀ – ୩୪୨.୫ ମି.ମି, ଜଗତସିଂହପୁର ବାଲିକୁଦା – ୪୪୦ମି.ମି, କଟକ କଣ୍ଟାପଡ଼ା – ୩୮୨ ମି.ମି, କଟକ ନିଆଳି – ୩୭୦ ମି.ମି

ରାଜ୍ୟର ୨୦ଟି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ରେକର୍ଡ

ରେଡ ୱାର୍ଣ୍ଣିଂ ଜାରି ହୋଇଥିବା ୧୨ଟି ଜିଲାରେ ଅବସ୍ଥିତ ସମସ୍ତ ବିଦ୍ୟାଳୟକୁ ୧୩  ଏଵଂ ୧୪ ତାରିଖ ଦିନ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି

ଦେଶର ଛଅଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧୦୦% କୋଭିଡ ପ୍ରଥମ ପାନ ଟିକା ଦାନ; ଦାଦର ଓ ନଗର ହାଭେଲି, ଡାମ ଓ ଡିୟୁ, ହିମାଚଳ ପ୍ରଦେଶ, ଲଦାଖ, ଲାକ୍ଷାଦ୍ୱୀପ ଓ ସିକିମକୁ ମିଳିଛି ଏହି ସଫଳତା

ଉତ୍ତର କୋରିଆର ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା; ଆମେରିକା ସହିତ ପରମାଣୁ କାର୍ଯ୍ୟକ୍ରମକୁ ନେଇ ଦୀର୍ଘ ବିବାଦ ଲାଗିରହିଥିବାବେଳେ ଉତ୍ତର କୋରିଆ ଏହି ପରୀକ୍ଷଣ କରିଛି

କେନ୍ଦ୍ରାପଡା : ଡେରାବିଶ ବେଣୀପୁର ଢିହସାହିରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡି ୨ ମୃତ

ପୁରୀ ଓ ଭୁବନେଶ୍ୱରରେ ରେକର୍ଡ ଭାଙ୍ଗିଲା ବର୍ଷା ବିତ୍ପାତ ; ପୁରୀରେ ସର୍ବାଧିକ ୩୪୧ ବର୍ଷା ରେକର୍ଡ

କାବୁଲରେ ସମସ୍ତଙ୍କ ଆଖି ଆଗରେ ଥିଲି: ଆମେରିକା ଓ ଆଫଗାନ ସୈନ୍ୟଙ୍କ ବହୁବାର ଚଢଉରୁ ଖସିଯାଇଛି-ତାଲିବାନ ମୁଖପାତ୍ର

ତାଲିବାନ ଆତଙ୍କିଙ୍କୁ ଦୃଷ୍ଟିରେ ରଖି ଭାରତୀୟ ସେନା ପାଇବେ ନୂଆ ତାଲିମ

ଋାଜ୍ୟରେ ଆଉ ୪୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ସଂଗରୋଧରୁ ୨୭୪ ଓ ସ୍ଥାନୀୟ ସଂକ୍ରମିତ ୧୯୭

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୫୭ ଜଣ

ଅନୁଗୁଳ ଜିଲାରେ ୪, ବାଲେଶ୍ୱର ୨୬, ବରଗଡ ୨, ଭଦ୍ରକରେ ୪ ଜଣ ଚିହ୍ନଟ

ବଲାଙ୍ଗୀରେ ୧, କଟକ ୮୧, ଦେବଗଡ ୨, ଢେଙ୍କାନାଳ ୫, ଜଗତସିଂହପୁର ୧୬ ଓ ଯାଜପୁର ଜିଲାରେ ୨୨ ଜଣ ଚିହ୍ନଟ

ଝାରସୁଗୁଡାରେ ୩, କନ୍ଧମାଳ ୧, କେନ୍ଦ୍ରାପଡା ୯, କେନ୍ଦୁଝର ୩, ଖୋର୍ଦ୍ଧାରୁ ୧୯୬ ନୂଆ ଆକ୍ରାନ୍ତ ଚିହ୍ନଟ
ମାଲକାନଗିରିରେ ୨, ମୟୁରଭଞ୍ଜ ୨୨, ନୟାଗଡ ୭, ପୁରୀ ୧୯, ସମ୍ବଲପୁରରେ ୧, ସୁନ୍ଦର ଗଡ ୧ ଓ ଷ୍ଟେଟପୁଲରୁ ୪୪ ଚିହ୍ନଟ

ରାଜ୍ୟରେ ଦିନକରେ ୮୭୪ ଜଣ ସୁସ୍ଥ ହୋଇଛନ୍ତି

ସଂପ୍ରତି ରାଜ୍ୟରେ ୬୫୪୮ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି

ଦେଶରେ ୨୭,୨୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଦିନକ ମଧ୍ୟରେ ୨୧୯ କରୋନା ଜନିତ ମୃତ୍ୟୁ

ଦେଶରେ ସଂପ୍ରତି ୩,୭୪,୨୬୯ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୪୨,୮୭୪କୁ ବୃଦ୍ଧି

ରବିବାର ସଂଧ୍ୟା ସୁଦ୍ଧା ମୋଟ ୭୪,୩୮,୩୭,୬୪୩ ପାନ କୋଭିଡ ଟିକା ଦିଆଯାଇଛି

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories